Odia News Portal

ବଳତ୍କାର କେସ୍ ରେ ଫସିଲେ ପଦ୍ମଶ୍ରୀ ବିଜେତା

ଆସାମ: ଆସାମର ଉଦ୍ଧବ ଭରାଲୀ ପଦ୍ମଶ୍ରୀ ପୁରସ୍କାର ପାଇଥିଲେ । ତାଙ୍କ ନାଁରେ ବଳାତ୍କାର ଅଭିଯୋଗ ହୋଇଛି। ସେ ଜଣେ ନାବାଳିକା ଛାତ୍ରୀଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଆସାମର ଉତ୍ତର ଲଖୀମପୁର ପୋଲିସ ଏହି ମାମଲାରେ ଭରାଲୀଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏହି ମାମଲା ରୁଜୁ ହେବା ପରେ ଭରାଲୀ ଗୁଆହାଟୀ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ।