Odia News Portal

ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠାରୁ ଜୁନ୍‌ ୨ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ

ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ରାଜ୍ୟସଭାରୁ ସୁବାସ ସିଂଙ୍କ ଇସ୍ତଫା ପରେ ଏହି ଆସନରେ ଉପନିର୍ବାଚନ ହେଉଛି । ଆଜିଠାରୁ ଜୁନ୍‌ ୨ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ହୋଇପାରିବ । ଆବଶ୍ୟକ ପଡ଼ିଲେ ୧୩ ଜୁନ୍‌ରେ ଭୋଟ । ୩ ଜୁନ୍‌ରେ ନାମାଙ୍କନପତ୍ର ଯାଞ୍ଚ ଓ ୬ ଜୁନ୍‌ ସୁଦ୍ଧା ପ୍ରତ୍ୟାହାର ।