Odia News Portal

ନାବାଳିକା ଦୁଷ୍କର୍ମ ମାମଲରେ ୧୦ ବର୍ଷ ଜେଲ ଦୁଇ ଲକ୍ଷ୍ୟ ଟଙ୍କା ଜୋରିମାନା

ଟିକାବାଲି ଥାନା ଅଞ୍ଚଳ ର ନାବାଳିକା ଦୁଷ୍କର୍ମ ମାମଲରେ ଆଜି ଜିଲା ଫାଷ୍ଟ୍ ଟ୍ରାକ୍ କୋର୍ଟ୍ ବାର ଜଣ ସାକ୍ଷ୍ୟ ଭିତ୍ତିକରି ଅଭିଯୁକ୍ତ କରନ କୁମାର କହଁର ଙ୍କୁ ଦୋଷୀ ସାବ୍ୟସ୍ତ ପାଇ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ଦୁଇ ଲକ୍ଷ୍ୟ ଟଙ୍କା ଜୋରିମାନା ଦଣ୍ଡାଦେଶ ଶୁଣାଇଛନ୍ତି କ୍ଷ ସୂଚନା ଅନୂସାରେ ୫.୦୧.୨୦୧୯ ତାରିଖରେ ଅଭିଯୁକ୍ତ କରନ ପୀଡିତ ଙ୍କୁ ଅପହରଣ କରି କେରଳ ନେଇକି ଯାଇଥିଲା ଏବଂ କେରଳ ରେ ଗୋଟଏ ଘରେ ସ୍ଵମୀ ସ୍ତ୍ରୀ ଭଳି ରହି ପ୍ଲାଇଉଡ କମ୍ପାନୀରେ କାମ କରୁଥିଲା କିନ୍ତୁ ପିଡିତା ଇଛା ବିରୁଦ୍ଧ ରେ ଜୋର୍ ଜବାର ଦସ୍ତା ଶାରୀରିକ ସମ୍ପର୍କ ରଖୁଥିଲା କ୍ଷ ପୀଡିତା ଙ୍କ ବାପା ଟିକାବାଲି ଥାନାରେ ଏକ ଅପହରଣ ମାମଲା ରୁଜୁ କରିଥିଲେ କ୍ଷ ପୋଲିସ୍ ଅଭିଯୁକ୍ତ ଙ୍କ ପିତା ମାତା ଙ୍କୁ ଥାନାରେ ଅଟକ ରଖି ନିଜ ପୁଅକୁ ଫୋନ କରି ଡାକିବାକୁ କହିଥିଲେ କ୍ଷ ଅଭିଯୁକ୍ତ ପୁଅ ନିଜ ଗ୍ରାମକୁ ଆସିଥିଲା କ୍ଷ ଫଳାରେ ଟିକାବାଲି ପୋଲିସ ଅଭିଯୁକ୍ତକୁ ଗିରଫ କରି ପଚରା ଉଚରା କରି କୋର୍ଟ କୁ ପଠାଇଥିଲେ କ୍ଷ ଆଜି ମାନ୍ୟବର ଫାଷ୍ଟ୍ ଟ୍ରାକ୍ କୋର୍ଟ୍ ଏହି ମାମଲାର ଶୁଣାଣି କରି ଅଭିଯୁକ୍ତ ଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ଦୁଇ ଲକ୍ଷ୍ୟ ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି କ୍ଷ ଯଦି ଜୋରିମାନା ଅନାଦୟେ ହେଲେ ଅଧିକା ଦୁଇ ବର୍ଷ କାରାଦଣ୍ଡ ଭୋଗିବେ ଅଭିଯୁକ୍ତ କ୍ଷ