Odia News Portal

ଶ୍ରଦ୍ଧା ହତ୍ୟାର ନୂଆ ଖୁଲାସା

ଅଭିଯୁକ୍ତ ବୟଫ୍ରେଣ୍ଡ ଅଫତାବ ପୋଲିସ ଆଗରେ ଓଗାଳୁଛି ସତ । ଧିରେ ଧିରେ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ସୂଚନା ଅନୁସାରେ, ଅଭିଯୁକ୍ତ ଅଫତାବ ନିଜ ଲିଭ୍ ଇନ୍ ପାର୍ଟନର ଶବକୁ ୩୫ ଖଣ୍ଡ କରିବା ପରେ ଶ୍ରଦ୍ଧାର ମୁହଁକୁ ଜାଳି ଦେଇଥିଲା । ଯେମିତି କେହି ଚିହ୍ନିପାରିବେ ନାହିଁ । ଏସବୁ ଇଣ୍ଟରନେଟରୁ ଶିଖିଥିଲା ବୋଲି ପୋଲିସ ଆଗରେ କହିଛି ଅଫତାବ ।