Odia News Portal

ଆଜି ବାହାରିବ ୟୁଜିସି ନେଟ୍‌ ଫଳ, ୱେବସାଇଟ୍‌ରେ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ

ନ୍ୟାସ୍‌ନାଲ୍‌ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ କରାଯାଇଥିବା ୟୁଜିସି ନେଟ୍‌ ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇବ । ugcnet.nta.nic.in ଓ ntaresults.nic.in ୱେବସାଇଟ୍‌ରେ ଫଳ ଦେଖିପାରିବେ । ଦୁଇଟି ପର୍ଯ୍ୟାୟରେ ପରୀକ୍ଷା ହୋଇଥିଲା । ଅଗଷ୍ଟମାସରେ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ହୋଇଥିବାବେଳେ ଅକ୍ଟୋବର ମାସରେ ୮, ୧୦, ୧୧, ୧୨, ୧୩ ଓ ୧୪ ତାରିଖରେ ପରୀକ୍ଷା ହୋଇଥିଲ।