Odia News Portal

ରାଜ୍ୟରେ ଲାଗୁ ହେବ ନୂଆ ଅବକାରୀ ନିୟମ

ଓଡ଼ିଶାରେ ନୂତନ ମଦ ନୀତି ଆରମ୍ଭ ହେବା ପୂର୍ବରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ରାଜ୍ୟ ଅବକାରୀ ବିଭାଗ ଅନ୍ୟ ଚାରୋଟି ରାଜ୍ୟର ଅବକାରୀ ନୀତି ଅନୁଧ୍ୟାନ କରିବା ପାଇଁ ବରିଷ୍ଠ ଅଧିକାରୀଙ୍କ ତିନିଟି ଦଳ ୪ ରାଜ୍ୟକୁ ପଠାଯାଇଛି। ଓଡ଼ିଶାରେ ମଦ ନୀତି ନିୟନ୍ତ୍ରଣକୁ ପୁନଃନିର୍ମାଣ

‘କୃଷି ଭବନ’ କୃଷି କ୍ଷେତ୍ରକୁ ନୂଆ ପରିଚୟ ଦେବ: ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ‘ଶୀତଳ ଷଷ୍ଠୀ’ର ପବିତ୍ର ଅବସରରେ ସମ୍ବଲପୁରରେ କୃଷି ଭବନର ଉଦଘାଟନ କରିବା ସହ ମୂର୍ତ୍ତିକା ଭବନ ପରିଦର୍ଶନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ଅବସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ

ଅପରେସନ୍ ସିନ୍ଦୂରରେ ଓଡ଼ିଆ ଯବାନ ଦେଖାଇଥିଲେ ପରାକ୍ରମ

ଅପରେସନ୍ ସିନ୍ଦୂରରେ ଓଡ଼ିଆ ଯବାନଙ୍କ ପରାକ୍ରମ । ଅପରସେନ୍ ସିନ୍ଦୂର ସମୟରେ ସୀମାରେ ନିୟୋଜିତ ଥିଲେ ସୁନ୍ଦରଗଡ଼ର ବିଏସଏଫ୍ ଯବାନ ମନୋହର ଖାଲଖୋ । ପାକିସ୍ତାନ ଉପରେ ଭାରତର ଆକ୍ରମଣ ସମୟରେ କାଶ୍ମୀରର ଆର.ଏସ ପୁରା ସେକ୍ଟର ଓକ୍ଟ୍ରଇ ବର୍ଡରରେ ଶତ୍ରୁକୁ ରାତି ସାରା କଡ଼ା ଜବାବ ଦେଇଥିଲେ

ଆଉ ଅଢେଇ ଟନର ବିସ୍ଫୋରକ ଜବତ

କୋଇଡାରେ ସର୍ଚ୍ଚ ଅପରେସନ ବେଳେ ଆଉ ଅଢେଇ ଟନର ବିସ୍ଫୋରକ ଜବତ ହୋଇଛି । ଝାଡଖଣ୍ଡ , ଜରେଇକେଲା ଥାନା ତିରିଲପୋଷ ଜଙ୍ଗଲରୁ ଜବତ ହୋଇଛି । କୋବ୍ରା , ବାଟାଲିୟନ , ସିଆରପିଏଫ ଓ ଏସଓଜି ଜଙ୍ଗଲରେ ଯବାନଙ୍କ ଦ୍ୱାରା ଜବତ ହୋଇଛି । ମାଟି ତଳେ ମାଓବାଦୀ ମାନେ ବିସ୍ଫୋରକ

ପୁରୀ ଡେଲାଙ୍ଗ ଅଞ୍ଚଳରୁ ପୁଣି ନିଖୋଜ ନାବାଳକ

ଡେଲାଙ୍ଗ ରତନପୁର ଗାଁର ନାବାଳକ ଆଶୀର୍ବାଦ ସାହୁ ନିଖୋଜ ଓ ହତ୍ୟା ଘଟଣା ମନରୁ ଲିଭିନଥିବା ବେଳେ ପୁଣି ଆଉ ଜଣେ ନାବାଳକ ନିଖୋଜ । ବେନୁପଡା ଗାଁର ଦଶମ ଶ୍ରେଣୀ ଛାତ୍ର ସନ୍ଦୀପ ରାଉତ ନିଖୋଜ ସୂଚନା । ୨୪ ଘଣ୍ଟା ପରେ ବି ନିଖୋଜ ନାବାଳକ ଜଣଙ୍କର ପତ୍ତା ମିଳୁନାହିଁ । ଡେଲାଙ୍ଗ ଥାନାରେ ଏନେଇ

୫୦ ଲକ୍ଷ ଟଙ୍କାର ହାତୀଦାନ୍ତ ଜବତ: ଜଣେ ଗିରଫ

ବୌଦ୍ଧରୁ ୫୦ ଲକ୍ଷ ଟଙ୍କାର ହାତୀଦାନ୍ତ ଜବତ କରାଯାଇଛି । ସୋମବାର ଦିନ ନିର୍ଭରେଯାଗ୍ୟ ରିପୋର୍ଟ ଅନୁଯାୟୀ ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ଅଭିଯୁକ୍ତ ହାତୀଦାନ୍ତ ଚୋରା ଚାଲାଣକାରୀଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ, ଏସଟିଏଫ ଶିକାରୀକୁ ଗିରଫ କରିଛି ଯାହାର ନାମ ପ୍ରମୋଦ ପରିଡା ।

ପ୍ରକାଶ ପାଇଲା ଜେଇଇ ଆଡଭାନ୍ସଡ ପରୀକ୍ଷାଫଳ

ଜେଇଇ ଆଡଭାନ୍ସଡ ପରୀକ୍ଷାଫଳ ପ୍ରକାଶ ପାଇଛି। ଆଇଆଇଟି କାନପୁର ଦ୍ଵାରା ପରିଚାଳିତ ପରୀକ୍ଷାର ରେଜଲ୍ଟ ଆଜି ପ୍ରକାଶ ପାଇଛି। ଆଇ ଆଇ ଟି ଦିଲ୍ଲୀ ଜୋନର ଛାତ୍ର ରଜିତ୍ ଗୁପ୍ତା ୩୬୦ ରୁ ୩୩୨ ମାର୍କ ରଖି ଅଲ୍ ଇଣ୍ଡିଆ ରାଂକ ୧ରେ ରହିଛନ୍ତି। ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି ହଂସ ଦାରୁକା ଓ

ରାଜଧାନୀରେ ଚାଞ୍ଚଲ୍ୟ: ସ୍ତ୍ରୀକୁ ହତ୍ୟା କରି ସ୍ବାମୀ ଫେରାର

ରାଜଧାନୀର ମଞ୍ଚେଶ୍ୱର ଅଞ୍ଚଳରେ ନନ୍ଦିତା ବେହେରା ବେହେରାଙ୍କୁ ତାଙ୍କ ସ୍ବାମୀ ଗୁପ୍ତେଶ୍ୱର ବେହେରା ହତ୍ୟା କରିଥିବା ଅଭିଯୋଗ ହୋଇଛି।। ଗୁପ୍ତେଶ୍ବର ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ଝିଅର ପରିବାର ଲୋକ। ଗତ ରାତିରେ କୌଣସି କାରଣକୁ ନେଇ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡା ହୋଇଥିଲା।

ଫୁଲତୋଡା ନୁହେଁ, ପଡ଼ିଲା ହାତକଡି : ଅବସର ଦିନ ରେଡ୍ ପରେ ଗିରଫ

ବ୍ରହ୍ମପୁର ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଗିରଫ । AEE ଏନ୍‌. ଦିଲ୍ଲୀପ କୁମାର ଚୌଧୁରୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ ପରେ ଗିରଫ କରାଯାଇଛି। ଯନ୍ତ୍ରୀଙ୍କର ଆୟ ଠାରୁ ୧୧୯ ପ୍ରତିଶତ ଅଧିକ ସମ୍ପତ୍ତି ଥିବା

‘ଜରୀ ମାଉସୀ’ଙ୍କ ଦେହାନ୍ତ

ଆଉ ନାହାନ୍ତି କେନ୍ଦ୍ରାପଡାର ଜରି ମାଉସୀ କମଳା ମହାରଣା । ଆଉ ନାହାନ୍ତି କେନ୍ଦ୍ରାପଡାର ଜରି ମାଉସୀ କମଳା ମହାରଣା । କଟକରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା । ଗତ ଏପ୍ରିଲ ୨୮ ତାରିଖରେ ଅସାବଧାନତା