ଶ୍ରୀ ଜଗନ୍ନାଥ ଙ୍କ ଖଜା ଭୋଗ କିଣୁଥିଲେ ସାବଧାନ
ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପ୍ରସିଦ୍ଧ ଖଜା ଭୋଗ କିଣୁଛନ୍ତି କି? ମନ୍ଦିର ବାହାରୁ ଖଜା କିଣୁଥିଲେ ସାବଧାନ l ଯଦି ଆପଣ ଏକ କିଲୋ ଖଜା ଖଜା କିଣୁଛନ୍ତି ଆପଣ ପ୍ରକୃତ ରେ 700 ଗ୍ରାମ ଖଜା ପାଇବେ lଏଭଳି ଏକ ଚଞ୍ଚଲ୍ୟକର ଠକେଇ ଘଟଣା ପୁରୀ ବଡଦାଣ୍ଡ ରେ ଧରପଡ଼ିଛି l ବ୍ରହ୍ମପୁର ରୁ ଆସିଥିଲେ!-->…
