ଆଜି ବିରାଜିବେ ମା’ ଗଜଲକ୍ଷ୍ମୀ: କୁମାର ପୂର୍ଣ୍ଣିମାକୁ ନେଇ ଦ୍ବନ୍ଦ୍ବ
ପୂର୍ଣ୍ଣ ଚନ୍ଦ୍ରର ଶୁଭ୍ର ଆଲୋକମାଳାରେ ଆଶିଷ ବାଢ଼ିବା ପାଇଁ ଧରାକୁ ଓହ୍ଲାଇବେ ମା’ ଗଜଲକ୍ଷ୍ମୀ। ମା’ଙ୍କୁ ଆବାହନ କରିବା ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି। ବିଭିନ୍ନ ସଂଗଠନ ଓ କ୍ଲବ୍ ପକ୍ଷରୁ ସ୍ବତନ୍ତ୍ର ପୂଜା ମଣ୍ଡପରେ ମା’ ବିରାଜମାନ କରିବେ। ୨୦ରୁ ଊର୍ଧ୍ବ ପୂଜା ମଣ୍ଡପରେ ମା’…
