ବିପଦ ସଙ୍କେତ ଉପରେ ବ୍ରାହ୍ମଣୀ: ୮୦ ହଜାର ଜଳବନ୍ଦି, ଜଣେ ମୃତ
ବ୍ରାହ୍ମଣୀ ନଦୀରେ ଦ୍ବିତୀୟଥର ବନ୍ୟା ଆସିବାରୁ ଶତାଧିକ ଗ୍ରାମର ୮୦ ହଜାର ଲୋକ ଜଳବନ୍ଦି ହୋଇଯାଇଛନ୍ତି। ଅଳଭାରେ ନଦୀର ବିପଦସଂକେତ ୧୬ ଫୁଟ ଥିଲା ବେଳେ ଆଜି ସନ୍ଧ୍ୟାସୁଦ୍ଧା ଜଳସ୍ତର ୧୭.୪ ଫୁଟରେ ପହଞ୍ଚିଛି। ଆଜି ବ୍ରାହ୍ମଣୀ ନଦୀରେ ଭାସିଯାଇ ଶ୍ରୀରାମପୁର ପଞ୍ଚାୟତ ପାଳପାଟଣା ଗ୍ରାମର!-->…
