ସହିଦ ଦିବସ: ସୀମାନ୍ତରେ ନକ୍ସଲ ପୁଲିସ ମଧ୍ୟରେ ଗୁଳିବିନିମୟ
ସହିଦ ସପ୍ତାହର ଆଜି ଦ୍ବିତୀୟ ଦିନ। ନକ୍ସଲ ବିଭିନ୍ନ ସ୍ଥାନରେ ପୋଷ୍ଟର ଓ ବ୍ୟାନର ମାରି ଏହି ଦିବସକୁ ପାଳନ କରିବାକୁ ଆହ୍ବାନ କରିଛନ୍ତି। ଆଜି ସୀମାନ୍ତ ଛତିଶଗଡର ସୁକମାରେ ପୁଲିସ ଓ ନକ୍ସଲ ମଧ୍ୟରେ ସକାଳରୁ ହିଁ ଗୁଳିବିନିମୟ ଆରମ୍ଭ ହୋଇଯାଇଛି। ତେବେ ରହି ରହି ନକ୍ସଲ ଗୁଳିବିନିମୟ!-->…
