Odia News Portal

ଏପ୍ରିଲ ୧୦ରୁ ସାଧାରଣ ଲୋକ ନେବେ ବୁଷ୍ଟର ଡୋଜ

ସାଧାରଣ ଲୋକ ନେବେ କୋଭିଡ ବୁଷ୍ଟର ଡୋଜ । ସାଧରଣ ଲୋକେ ନେବେ କୋଭିଡ ବୁଷ୍ଟର ଡୋଜ । ଆସନ୍ତା ରବିବାରରୁ ଆରମ୍ଭ ହେବ ଟିକାକରଣ ପକ୍ରିୟା । ୧୮ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଦିଆଯିବ ବୁଷ୍ଟର ଡୋଜ । ଦୁଇଟି ଯାକ ଡୋଜ ନେଇଥିବା ବ୍ୟକ୍ତି ଘରୋଇ ହସ୍ପିଟାଲରେ ନେଇପାରିବେ ବୁଷ୍ଟର ଡୋଜ ।

ନୂଆପଡ଼ା ଜିଲ୍ଲାରେ ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଯୋଜନା

ନୂଆପଡ଼ା ଜିଲ୍ଲାରେ ପ୍ରଥମ କରି ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଯୋଜନା | ଅପହଞ୍ଚ ଅଞ୍ଚଳବାସୀଙ୍କୁ ସୁବିଧାରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଉଦେଶ୍ୟରେ ଏହି ଯୋଜନା କାର୍ଯ୍ୟକାରୀ ହୋଇଛି | ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଆରମ୍ଭ

ରେଲୱେ ଷ୍ଟେସନ ଉପରେ ମିସାଇଲ ଆଟାକ୍‌, ୩୦ ମୃତ

ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଉଗ୍ର ରୂପ ନେବାରେ ଲାଗିଛି । ୪୪ ଦିନରେ ପହଁଞ୍ଚିଛି ଯୁଦ୍ଧ । ଆଜି ୟୁକ୍ରେନର ପୂର୍ବ ସହର କ୍ରାମାଟୋସ୍କରେ ଥିବା ଏକ ରେଲୱେ ଷ୍ଟେସନ ଉପରେ ମିସାଇଲ ଆଟାକ୍ କରିଛି ରୁଷ । ଏଥିରେ ୩୦ ଲୋକ ପ୍ରାଣ ହରାଇଥିବାବେଳେ ୧୦୦ରୁ ଅଧିକ ଲୋକ ଗୁରୁତ୍ତର ଆହତ ହୋଇଛନ୍ତି ।

ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣି

ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣି । କେନ୍ଦ୍ରାପଡ଼ାର ବରିଷ୍ଠ କିରାଣୀ ସମରାଇ ହେମ୍ବ୍ରମ ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି। ୨ ମାସ ଧରି ଅଟକି ରହିଥିବା ପେନସନ ବିଲ୍‌ କରାଇଦେବାକୁ କହି ଜଣେ ଅବସରପ୍ରାପ୍ତ ଶିକ୍ଷୟତ୍ରୀଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଖବର ପାଇ ଭିଜିଲାନ୍ସ

ଲେମ୍ବୁ ଦରରେ ଲାଗିଛି ନିଆଁ,୧୦ଟଙ୍କାରେ ମିଳୁଛି ଗୋଟିଏ

ସାଧାରଣତଃ ଖରାଦିନେ ଲେମ୍ବୁର ଚାହିଦା ଅଧିକ ଥାଏ । କିନ୍ତୁ ଏବେ ଲେମ୍ବୁର ଦାମ୍ ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ । କଟକ ଛତ୍ର ବଜାର ପରିବା ହାଟରେ ଗୋଟିଏ ଲେମ୍ବୁର ଦାମ ରହିଛି ୧୦ ଟଙ୍କା । ଲେମ୍ବୁର ଦର ଶୁଣି ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଛତ୍ରବଜାରରେ ଯେହେତୁ ଏତେ

ଆସନ୍ତାକାଲି ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ

ଆସନ୍ତାକାଲି ଗଡ଼ିବ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ। ଏଥିପାଇଁ ଚଳଚଞ୍ଚଳ ଏକାମ୍ର କ୍ଷେତ୍ର। ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ଆଜି ଅନୁଷ୍ଠିତ ହେବ ନେତ ଉତ୍ସବ। ମହାପ୍ରଭୁଙ୍କ ସନ୍ଧ୍ୟା ଆଳତି ନୀତି ପରେ ରାତିରେ ଶୁଭ ମୁହୂର୍ତ୍ତରେ ରଥ ପ୍ରତିଷ୍ଠୀ ନୀତି ଅନୁଷ୍ଠିତ ହେବ।

ଏଣିକି ପ୍ରତି ସପ୍ତାହରେ ବସିବ ଶ୍ରୀମନ୍ଦିର ସୁରକ୍ଷା ସଂପର୍କିତ ବୈଠକ

ଶ୍ରୀମନ୍ଦିର ସୁରକ୍ଷା ସଂପର୍କିତ ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ଏଣିକି ପ୍ରତି ସପ୍ତାହରେ ଶ୍ରୀମନ୍ଦିର ସୁରକ୍ଷା ନେଇ ହେବ ବୈଠକ ହେବ ବୋଲି ନିଷ୍ପତ୍ତି ହୋଇଛି । ମୋଟ ୧୩୫ଟି ସିସିଟିଭି ଶ୍ରୀମନ୍ଦିର ଭିତରେ ଲାଗିବ । ଶ୍ରୀମନ୍ଦିର ଭିତରେ ଜେଟିପିଙ୍କ ସହ ଓଡ଼ିଶା ପୋଲିସ ମୁତୟନ ରହିବେ

ଶ୍ରୀମନ୍ଦିରରେ ଲାଗିଛି ୧୩୫ କ୍ୟାମେରା, ସେଥିରୁ ୧୨୯ଟି ଅଚଳ

ସବୁ ଖୋଲାଥିଲା, କେହି ଅଟକେଇଲେନି । ଶ୍ରୀମନ୍ଦିର ରୋଷ ଘର ଚୁଲି ଭଙ୍ଗା ଘଟଣାର ଅଭିଯୁକ୍ତ ଜଗନ୍ ର ଏଭଳି ବୟାନ ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥା କେତେ ଢିଲା ତାହା ସାମ୍ନାକୁ ଆସିଲା । ଏବେ ଶ୍ରୀମନ୍ଦିର ପ୍ରଶାସନର ଚେତା ପଶିଛି। ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ନେଇ ଚିନ୍ତା ବଢିଛି ।

ବିବେକ ରେଡ୍ଡୀ ବିଜେଡ଼ିର ଡେପୁଟି ମେୟର ପ୍ରାର୍ଥୀ:ବ୍ରହ୍ମପୁର ମହାନଗର ନିଗମ

ବ୍ରହ୍ମପୁର ମହାନଗର ନିଗମର ଡେପୁଟି ମେୟର ପଦ ପାଇଁ ବିଜେଡ଼ି ଇ. ବିବେକ ରେଡ୍ଡୀଙ୍କୁ ପ୍ରାର୍ଥୀ କରିଛି । ବିବେକ ରେଡ୍ଡୀ ହେଉଛନ୍ତି ୪୨ ନମ୍ବର ଓ୍ବାର୍ଡର କର୍ପୋରେଟର ।

ଆଜି ବ୍ରହ୍ମପୁର ମହାନଗର ନିଗମ ଡେପୁଟି ମେୟର ନିର୍ବାଚନ

ଆଜି ବ୍ରହ୍ମପୁର ମହାନଗର ନିଗମର ଡେପୁଟି ମେୟର ପାଇଁ ନିର୍ବାଚନ ହେବ। ସଂଖ୍ୟା ବିଜେଡି ସପକ୍ଷରେ ଥିବାରୁ ଦଳ ହାତରେ ହିଁ ଏହି ପଦ ରହିବ ବୋଲି ଚର୍ଚ୍ଚା ହେଉଛି। ୪୨ଟି ଓ୍ୱାର୍ଡ ମଧ୍ୟରୁ ୩୦ଟି ଓ୍ୱାର୍ଡରେ ବିଜେଡି କର୍ପୋରେଟର ଜିତିଛନ୍ତି। ବିଜେପିର ୭ ଜଣ ଓ ୪ ଜଣ ସ୍ୱାଧୀନ କର୍ପୋରେଟର