ଜଳବାୟୁ ପରିବର୍ତ୍ତନର ବଡ଼ ପ୍ରଭାବ, ବଲାଙ୍ଗୀରରେ ବଢ଼ୁଛି ବାଦୁଡ଼ି ସଂଖ୍ୟା
ଜଳବାୟୁ ପରିବର୍ତ୍ତନ କଥା ଉଠିଲେ ବଲାଙ୍ଗୀର ଜିଲ୍ଲା ସବୁ ଦୃଷ୍ଟିରୁ ଏକ ଉଦାହରଣ ସାଜୁଛି। ପ୍ରଥମତଃ, ଅସନ୍ତୁଳିତ ପାଣିପାଗ ସ୍ଥିତି ବିଗାଡ଼ି ଚାଲିଛି। ଗତ ୫୦ ବର୍ଷ ମଧ୍ୟରେ ଜିଲ୍ଲା ୨୭ଟି ପ୍ରାକୃତିକ ବିପର୍ଯ୍ୟୟର ଶିକାର ହୋଇଛି। ଏଥିରୁ ସର୍ବାଧିକ ୧୬ ଥର ମରୁଡ଼ି ଏବଂ ୫ ଥର…
