ମାଓଗଡ଼ରୁ ନିର୍ବାଚନ ମୈଦାନ ! ହିଂସା ଛାଡ଼ି ଲୋକଙ୍କ ସହ ଯୋଡ଼ି ହେବାକୁ ନକ୍ସଲଙ୍କ ପ୍ଲାନ୍
ମୁଖ୍ୟସ୍ରୋତକୁ ଫେରିବାକୁ ଚାହୁଛି କି ମାଓ ସଂଗଠନ? ଦିନେ ଯେଉଁ ଗଣତନ୍ତ୍ରକୁ ବିରୋଧ କରି ଅସ୍ତ୍ର ଉଠାଇଥିଲା ନକ୍ସଲ ସଂଗଠନ ଏବେ ନିଜ ଦାବି ପୂରଣ ପାଇଁ ସେହି ଗଣତନ୍ତ୍ରକୁ ବିଶ୍ଵାସ କରିବା ଆରମ୍ଭ କରିଛି । ଆଗକୁ ନିର୍ବାଚନ ମୈଦାନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତି କରୁଛନ୍ତି ମାଓନେତା । ଏଭଳି!-->…
