କ୍ଷୀରଚୋରା ଗୋପୀନାଥ ମନ୍ଦିରରେ ଅଭାବନୀୟ ଘଟଣା: ଭୋଗ ବିକ୍ରିକୁ ନେଇ ଗୋଷ୍ଠୀ ସଂଘର୍ଷ
ବାଲେଶ୍ବର ଜିଲ୍ଲା ରେମୁଣାସ୍ଥିତ ବିଶ୍ୱପ୍ରସିଦ୍ଧ କ୍ଷୀରଚୋରା ଗୋପୀନାଥ ମନ୍ଦିରରେ ଭୋଗ ବିକ୍ରିକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଛି। ଘଟଣାରେ ୩ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଠାକୁରଙ୍କ ଭୋଗ ଫିଙ୍ଗିବାକୁ ବି ପଛାଇ ନାହାନ୍ତି। ରାଜ୍ୟର ଏକ ପ୍ରସିଦ୍ଧ ଧର୍ମପୀଠରେ…
