ପୁଲିସ୍ ଘରୁ ଚୋରି
ଯାଜପୁର: ଜନସାଧାରଣଙ୍କୁ ସୁରକ୍ଷା ଦେବା ଲାଗି ପୁଲିସ ନିୟୋଜିତ ହୋଇଥାନ୍ତି । ଚୋର ତସ୍କରଙ୍କୁ ଧରି ଦଣ୍ଡ ଦେଇଥାନ୍ତି ପୁଲିସ । କିନ୍ତୁ ଅନ୍ୟକୁ ସୁରକ୍ଷା ଦେଉଥିବା ପୁଲିସ୍ କର୍ମୀଙ୍କ ଘରୁ ଚୋରି ହୋଇଛି । ଗୋଟିଏ ରାତିରେ ଦୁଇଟି ଘରୁ ଚୋରି । ଏପରିକି ପୋଲିସ କର୍ମଚାରୀଙ୍କ ଘରେ କଳା କନା!-->…
