ନବମ ଥର ପାଇଁ ସର୍ବସମ୍ମତିକ୍ରମେ ବିଜେଡି ସଭାପତି ହେଲେ ନବୀନ
ବିଜେଡିର ପୁଣି ସଭାପତି ଭାବେ ଶନିବାର ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଛନ୍ତି ନବୀନ। ହେଲେ ବିଜେଡି କାର୍ଯ୍ୟକାରିଣୀକୁ ନେଇ ଦ୍ୱନ୍ଦ୍ୱ ଲାଗିରହିଛି। କାର୍ଯ୍ୟକାରିଣୀରେ କେଉଁମାନେ ସ୍ଥାନ ପାଇଲେ, ତାହା କେହି ଜାଣିପାରୁ ନାହାନ୍ତି। ବିଧିବଦ୍ଧ ଭାବେ ସେନେଇ କୌଣସି ନାମ ଘୋଷଣା ହୋଇ!-->…
