ଯୁବ ନେତାଙ୍କୁ ବଡ଼ ଦାୟିତ୍ବ: ଛାତ୍ର ବିଜେଡି ସଭାପତି ହେଲେ ଇପ୍ସିତା ସାହୁ
ରାଜ୍ୟରେ ଛାତ୍ର ସଂଗଠନ ନିର୍ବାଚନ ପୂର୍ବରୁ ବିଜୁ ଜନତା ଦଳ ବଡ଼ ଘୋଷଣା କରିଛି। ବିଜେଡି ଆଜି ଛାତ୍ର ସଂଗଠନ ପାଇଁ ସଭାପତି ଚୟନ କରିଛି। ଯୁବନେତ୍ରୀ ଇପ୍ସିତା ସାହୁଙ୍କୁ ଏହି ଦାୟିତ୍ବ ଦେଇଛି। ଏଥି ସହିତ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଅନ୍ୟ ୪ ଜଣ ନେତାଙ୍କୁ ଛାତ୍ର ବ୍ୟାପାର…
