Odia News Portal

ରାଜଧାନୀରେ ନକଲି ଔଷଧ ବିକ୍ରି ଅଭିେଯାଗ; ବେଆଇନ୍‌ ଭାବେ ଗର୍ଭପାତ ଔଷଧ ବିକ୍ରି ଅଭିଯୋଗରେ ଡ୍ରଗ୍ସ ସ୍କ୍ୱାଡର ଚଢ଼ାଉ

ରାଜଧାନୀରେ ନକଲି ଔଷଧ ବିକ୍ରି ଅଭିେଯାଗ ହୋଇଛି । ନାମୀଦାମୀ କମ୍ପାନିର ନାଁରେ ମେଡ଼ିସିନ୍‌ ବିକ୍ରି ଚାଲିଥିବା ନେଇ ହୋଇଥିବା ଅଭିଯାଗରେ ପରେ ଚଢ଼ାଉ କରାଯାଇଛି । ନକଲି ଔଷଧ ନେଇ ଡ୍ରଗ୍ସ କଣ୍ଟ୍ରୋଲର ପାଖରେ ହୋଇଥିଲା ଅଭିଯୋଗ । ଏନେଇ ସିଆରପି ଅଞ୍ଚଳରେ ଥିବା ଏକାଧିକ ଦୋକାନ ଗୁଡ଼ିକୁ ଯାଇ

ସମ୍ବିତ ପାତ୍ର ନିଜର ପଦମର୍ଯ୍ୟାଦା ରକ୍ଷା କରନ୍ତୁ: ଯୁବ କଂଗ୍ରେସ

ପୁରୀ ସାଂସଦ ସମ୍ବିତ ପାତ୍ରଙ୍କର ଜିଭ ଉପରେ ନିୟନ୍ତ୍ରଣ ନାହିଁ। ନିଜକୁ ଚର୍ଚ୍ଚା ଭିତରକୁ ଆଣିବାପାଇଁ ସେ ଅନେକ ଥର ଅନେକ ଅରୁଚିକର ମନ୍ତବ୍ୟ ଦେଇ ସାଧାରଣରେ ନିନ୍ଦିତ ହୋଇଛନ୍ତି। ବାରମ୍ବାର ନିନ୍ଦିତ ହେବା ସତ୍ତ୍ବେ ସମ୍ବିତ ପାତ୍ର ନିଜର ପ୍ରବୃତ୍ତି ବଦଳାଉନାହାନ୍ତି ବୋଲି ପ୍ରଦେଶ ଯୁବ

ଦୁର୍ନୀତିଗ୍ରସ୍ତ ବାବୁଙ୍କୁ ରାଜସ୍ବ ମନ୍ତ୍ରୀଙ୍କ ଚେତାବନୀ

ଦୁର୍ନୀତିଗ୍ରସ୍ତ ବାବୁଙ୍କୁ ରାଜସ୍ବ ମନ୍ତ୍ରୀଙ୍କ ଚେତାବନୀ । ସମୟ ଅଛି ସତର୍କ ହୋଇଯାଅ । ଅଭିଯାନ ଆରମ୍ଭ ହୋଇଛି, କେହି ବି ବର୍ତ୍ତିବେ ନାହିଁ । ଯିଏ ଦୁର୍ନୀତି କରିବ ସିଏ ଜେଲ୍‌ ଯିବ । ସରକାରଙ୍କ ସଂକଳ୍ପ, ଯେଉଁଠି ଥିଲେ ବି ବନ୍ଧାହେବେ । ଆମକୁ ସହଯୋଗ କରନ୍ତୁ, କେହି ବି ଲାଞ୍ଚ ଦିଅନ୍ତୁ

ସାନଭାଇର ଲୁହାଛଡ଼ ଆକ୍ରମଣରେ ଚାଲିଗଲା ବଡ଼ଭଉଣୀର ଜୀବନ

ଘରୋଇ କଳିକୁ କେନ୍ଦ୍ର କରି ସାନଭାଇର ଲୁହାଛଡ଼ ଆକ୍ରମଣରେ ବଡ଼ ଭଉଣୀର ମୃତ୍ୟୁ ହୋଇଛି l ଏମିତି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ମହୁଲପଦା ଥାନା ଜିନକଳା ଗ୍ରାମରେ l ସାନଭାଇ ବିଜୟ ମାହାନ୍ତ ଓ ତାର ସ୍ତ୍ରୀ ମଧ୍ୟରେ ଝଗଡ଼ା ହେଉଥିବା ଦେଖି ବଡ଼ବାପା ଝିଅ ବଡ଼ଭଉଣୀ ହେମଗିରି ମାହାନ୍ତ

ଚନ୍ଦ୍ରଶେଖରପୁରରେ ହେବ ଓଡିଶା ମଣ୍ଡପ: ମନ୍ତ୍ରୀ

ଚନ୍ଦ୍ରଶେଖରପୁରରେ ନିର୍ମାଣ ହେବ ଓଡିଶା ମଣ୍ଡପ । ୧୦ ହଜାର ଲୋକ ବସିବା କ୍ଷମତାର କନଭେନସନ ସେଣ୍ଟର ରହିବ । କନଭେନସନ ସେଣ୍ଟର ସହ ବୋର୍ଡ ରୁମ ମଧ୍ୟ ରହିବ । ସୂଚନା ଦେଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଅନ୍ୟ ପକ୍ଷରେ ନୂଆ ଢାଞ୍ଚାରେ ତିଆରି ହେବ ଲୋକସେବା ଭବନ, ବିଧାନସଭା ।

ବିଦ୍ୟୁତ ନେଲା ୩ ଜୀବନ

ବିଦ୍ୟୁତ ଆଘାତରେ ୩ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ସିମୁଳିଆ ଥାନା ଝିଙ୍କିରିଆ ପଞ୍ଚାୟତ ଗଗନଧୂଳି ଗାଁରେ ଅଘଟଣ ଘଟିଛି । ଘଟଣାସ୍ଥଳରେ ଜଣେ, ଭଦ୍ରକ ମେଡିକାଲରେ ୨ ଜଣ ମୃତ୍ୟୁବରଣ କରିଛନ୍ତି । ପ୍ଲାଷ୍ଟର କାମ କଲା ବେଳେ ବିଦ୍ୟୁତ ତାର ଛିଣ୍ଡି ପଡିବାରୁ ଅଘଟଣ ଘଟିଥିଲା ।

ଅବକାରୀ ମନ୍ତ୍ରୀଙ୍କ ବଡ଼ ସୂଚନା, ଏହି ସ୍ଥାନରେ ସବୁଦିନ ପାଇଁ ମଦ ଓ ଆମିଷ ବ୍ୟାନ୍

ପୁରୀ ବଡ଼ଦାଣ୍ଡରେ ସବୁଦିନ ପାଇଁ ମଦ ଓ ଆମିଷ ବିକ୍ରି ମନା । ଶ୍ରୀମନ୍ଦିର ଓ ବଡ଼ଦାଣ୍ଡର ୨ କିଲୋମିଟର ପରିଧିରେ ମଦ ବାର୍‌ ନିଷେଧ କରାଗଲା । ବଡ଼ଦାଣ୍ଡର ଆଖପାଖ ଅଞ୍ଚଳରେ ମଧ୍ୟ ମଦ କି ଆମିଷ ବିକ୍ରି ହୋଇପାରିବ ନାହିଁ । ଏନେଇ ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ

ଦିଲ୍ଲୀରେ ଲଜ୍ଜା, ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା

ନାବାଳିକାକୁ ଦୁଷ୍କର୍ମ କରି ତାକୁ ହତ୍ୟା କରି ଏକ ସୁଟକେସରେ ପୁରାଇ ଫୋପାଡ଼ିଦେଲେ ଦୁର୍ବୁତ୍ତ। ଏଭଳି ଏକ ଜଘନ୍ୟ କାଣ୍ଡ ଦେଖିବାକୁ ମିଳିଛି ଉତ୍ତର-ପୂର୍ବ ଦିଲ୍ଲୀ ଦୟାଲପୁର ଅଞ୍ଚଳରେ। ଦୁଷ୍କର୍ମ କରିବା, ହତ୍ୟା କରିବା ଲାଗୁଛି ଯେମିତି ଏକ ନିତିଦିନିଆ ଘଟଣା ହୋଇଗଲାଣି। ଏହାର କୌଣସି

ଗୁଣି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା ଅଭିଯୋଗ

ଗୁଣି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା ଅଭିଯୋଗ। ଜୀବନରୁ ମାରି ଦେବା ପରେ ଜାଳି ଦେଲେ ଦୁର୍ବୃତ୍ତ। ଏହି ଜଘନ୍ୟକାଣ୍ଡ ଘଟିଛି ଗଜପତି ଜିଲ୍ଲା ମୋହନା ଥାନା କୁଇହୁରୁ ଗାଁରେ। ମୃତକ ହେଲେ ୬୦ ବର୍ଷୀୟ କାମ୍ବି ମଳିକ। ଗତ ମଙ୍ଗଳବାର ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ପୋଲିସ ଆଜି ଘଟଣାସ୍ଥଳକୁ ଯାଇ

ବଡ଼ବାପାଙ୍କ ସହ ଗାଧୋଇବାକୁ ଯାଇ ମହାନଦୀରେ ଭାସିଗଲେ ୪

ମହାନଦୀରେ ଗାଧୋଉଥିବା ବେଳେ ରବିବାର ୪ ଜଣ ପିଲା ଭାସିଯାଇଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଏବେ ବି ଜଣେ ନାବାଳିକା ନିଖୋଜ ଅଛନ୍ତି। ବଡ଼ବାପାଙ୍କ ସହ ୩ ପୁତୁରା ଏବଂ ଝିଆରୀ ଗାଧୋଇବାକୁ ଯାଇଥିବାବେଳେ ଏହି ଅଘଟଣ ଘଟିଛି। ତେବେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ