Odia News Portal

ରାଜ୍ୟରେ ପୁଣି ୭ ମୁଣ୍ଡ ନେଲା ମହାମାରୀ

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ସଂକ୍ରମଣ । ତଥାପି ପ୍ରତିଦିନ ଗଢ଼ୁଛି ମୁଣ୍ଡ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଖୋର୍ଦ୍ଧା ଜିଲାରୁ ୨ ଜଣ ଆକ୍ରାନ୍ତଙ୍କର ପ୍ରାଣହାନି ଘଟିଥିବାବେଳେ ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା ଜିଲାରେ ଜଣେ

ଜାଣନ୍ତୁ ଆଜି ରାଜ୍ୟରେ କଣ ରହିଛି କରୋନାର ସ୍ଥିତି

ଭୁବନେଶ୍ୱର: ରାଜ୍ୟରେ ତଳ ଉପର ହେଉଛି କରୋନା ସଂକ୍ରମଣ । କେତେବେଳେ ୫ଶହ ଉପରେ ରହୁଛି ଆକ୍ରାନ୍ତଙ୍କ ସଂଖ୍ୟା ତ ଆଉ କେତେବେଳେ ତଳକୁ ଖସୁଛି ।ଏହାରି ଭିତରେ ଶୁକ୍ରବାର ସଂଧ୍ୟାସୁଦ୍ଧା ମୋଟ ୪୭୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୨୮୧ ଓ ସ୍ଥାନୀୟ

ଗାନ୍ଧୀ ଜୟନ୍ତୀ ଅବସରରେ ମାସେବ୍ୟାପି ସମାଜସେବା କରିବ ବିଜେଡି

ଭୁବନେଶ୍ୱର: ଆଜି ହେଉଛି ଜାତିର ପିତା ବାପୁଜୀଙ୍କ ଜୟନ୍ତୀ । ଏହି ଅବସରରେ ଦିଲ୍ଲୀରୁ ପଲ୍ଲୀ ସବୁଠି ହୋଇ ଉଠୁଛି ଉତ୍ସବ ମୁଖର । ବାପୁଙ୍କ ତ୍ୟାଗ ସବୁଦିନ ଲାଗି ଚିରସ୍ମରଣୀୟ ହୋଇ ରହିବ । ଗାନ୍ଧୀ ଜୟନ୍ତୀ ଅବସରରେ ରାଜ୍ୟର ଶାସକ ଦଳ ବିଜେଡି ପକ୍ଷରୁ ନିଆଯାଇଛି ନିଆରା ପଦକ୍ଷେପ । ବାପୁ ଯେଭଳି

ଗାନ୍ଧୀ ଏବଂ ଶାସ୍ତ୍ରୀଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ହେଉଛି ଦୁଇ ମହାପୁରୁଷଙ୍କ ଜୟନ୍ତୀ । ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁରଙ୍କ ଜୟନ୍ତୀ । ଏହି ଦୁଇ ମହାନ ବ୍ୟକ୍ତିତ୍ୱଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନିଜ ଟ୍ୱଟର

ବାପୁଙ୍କ ପାଇଁ ଦିନଟିଏ

ଭୁବନେଶ୍ୱର: ସେ ହେଉଛନ୍ତି ଜାତିର ପିତା । ତାଙ୍କର ନୀତି ଆଦର୍ଶରେ ସଭିଏଁ ଅନୁପ୍ରାଣିତ । ସେ ଥିଲେ ହିଂସାଠାରୁ ବହୁ ଦୂରରେ ଆଉ ଅନ୍ୟକୁ ଆଦରିବାର ତରିକା ଶିଖୁଥିଲେ ତାଙ୍କଠାରୁ ସଭିଏଁ । ତେବେ ସମସ୍ତଙ୍କ ପ୍ରିୟ ବାପୁବା ଭାରତ ସ୍ୱାଧିନ ହେବାର ମୁଖ୍ୟ ପୁରୋଧା ମହାତ୍ମା ଗାନ୍ଧୀଙ୍କଆଜି

ବ୍ରିଟେନରୁ ଫେରିଲେ ଘରେ ସଙ୍ଗରୋଧ

ନୂଆଦିଲ୍ଲୀ : ବ୍ରିଟେନ ବିରୋଧରେ କଡା ଆଭିମୁଖ୍ୟ ନେଇଛି ଭାରତ। ଯେସାକୁ ତେସା ନୀତି ଆପଣାଇବା ସହ ଭାରତ ମଧ୍ୟ ବ୍ରିଟେନରୁ ଭାରତ ଆସିଲେ ଟିକା ନେଇଥିଲେ ମଧ୍ୟ ୧୦ ଦିନିଆ କ୍ୱାରେଣ୍ଟିନ ସହ ୩ ଥର ଆରଟିପିସିଆର ପରୀକ୍ଷା ବାଧ୍ୟତାମୂଳକ କରିଛି। ସରକାର କହିଛନ୍ତି ଯେ ଅକ୍ଟୋବର ୪ରୁ ଭାରତ ଆସୁଥିବା

ପୁଣି ଧମାଲ ମଚାଇବ ଅର୍ଦ୍ଧେନ୍ଦୁ-ତମନ୍ନା ଯୋଡ଼ି

ଭୁବନେଶ୍ୱର: ହାଏ ତୋ ପ୍ରେମର ରଙ୍ଗୋଲି… ଏହି ଗୀତଟି ଓଡ଼ିଶାର ପ୍ରତ୍ୟେକ ଦର୍ଶକଙ୍କ ବେଶ ମନ ମୋହିଥିଲା । ଆଉ ଗୀତଟି ଜବରଦସ୍ତ ହିଟ୍ ମଧ୍ୟ ହୋଇଥିଲା । ତେବେ ‘ବ୍ଲାକମେଲ’ ଫିଲ୍ମର ଏହି ଗୀତରେ ଅର୍ଦ୍ଧେନ୍ଦୁ ଏବଂ ତମନ୍ନାଙ୍କ ଯୋଡ଼ି ଦର୍ଶକଙ୍କୁ ଫୁଲ ମନୋରଞ୍ଜନର ଖୋରାଗ ଯୋଗାଇଥିଲା । ତେବେ

ପୂଜାରେ ‘ଅଜବ ଗାଁର ଗଜବ କଥା’

ଭୁବନେଶ୍ୱର: ଏଥରକ ଦୁର୍ଗାପୂଜାରେ ହସିବେ ଓଡ଼ିଆ ଦର୍ଶକ । ହସି ହସି ବେଦମ କରାଇବା ଲାଗି ଆସୁଛନ୍ତି କମେଡି କିଙ୍ଗ ପପୁ ପମପମ । ପୂଜାରେ ରିଲିଜ୍ ହେବାକୁ ଯାଉଛି ପପୁ ପମପମଙ୍କ ଅଭିନୀତ ଚଳଚ୍ଚିତ୍ର ‘ଗାଁର ନାଁ ଗାଲୁଆପୁର । ଫିଲ୍ମଟି ଆସନ୍ତା ୧୫ ତାରିଖରେ ରିଲିଜ ହେବ । ଫୁଲ କମେଡି ସାଙ୍ଗକୁ

କିଏ ହେବ ସ୍ୱାତୀଙ୍କ ବର?

ଭୁବନେଶ୍ୱର: ଆସୁଛି ନୂଆ ଓଡ଼ିଆ ଚଳଚ୍ଚିତ୍ର । ନୂଆ ନାୟିକାଙ୍କୁ ଦେଖିବାକୁ ପାଇବେ ଦର୍ଶକେ । ଜଲସ୍ୱା ଦେଖାଇବେ ନବାଗତା ସ୍ୱାତୀ । ଓଡ଼ିଶାର ଘରେ ଘରେ ପରିଚିତ ମୁନ୍ ଟିଭି ମୁଭିଜ୍ ବ୍ୟାନରରେ ଆସିବାକୁ ଯାଉଛି ସ୍ୱାତୀଙ୍କ ନୂଆ ଫିଲ୍ମ । ଯାହାର ଟାଇଟଲ ରହିଛି ‘ଆସିବ ବର ତୋର’ । ଏଥିରେ ଓଲିଉଡର

ପଞ୍ଜାବରେ ନୂଆ ଦଳ ଗଠନ କରିବେ ଅମରିନ୍ଦର ସିଂ

ଅମୃତସର: ଦିନକୁ ଦିନ ରୋଚକ ମୋଡ଼ ନେଉଛି ପଞ୍ଜାବ ରାଜନୀତି । ଘଡ଼ିକେ ଏବେ ଘୋଡ଼ା ଛୁଟୁଛି । କେତେବେଳେ କାହାକୁ ଦଳରୁ ବହିଷ୍କାର କରାଯାଉଛି ତ ଆଉ କାହାକୁ ନୂଆ ଦାୟିତ୍ୱ ଦିଆଯାଉଛି ତାହା ଜାଣିବା କାଠିକର ପାଠ ହୋଇଯାଉଛି । ସେପଟେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ