ଆଜି ରାଜଧାନୀ ପ୍ରତିଷ୍ଠା ଦିବସ, ୭୭ ବର୍ଷରେ ପାଦ ଥାପିଲା ଭୁବନେଶ୍ୱର
ଆଜି ୭୭ ତମ ରାଜଧାନୀ ପ୍ରତିଷ୍ଠା ଦିବସ । ରାଜଧାନୀ ନାମ ଫଳକରେ ମାଲ୍ୟାର୍ପଣ ପରେ ସ୍କୁଲ ଛାତ୍ରଛାତ୍ରୀଙ୍କ ଚିତ୍ତାକର୍ଷକ ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି ବାଚସ୍ପତି ସୁରମା ପାଢୀ। ରବୀନ୍ଦ୍ର ମଣ୍ଡପଠାରୁ ଜୟଦେବ ଭବନ ପର୍ଯ୍ୟନ୍ତ ପରେଡ୍ କରାଯାଇଛି । ସାରା ଭୁବନେଶ୍ବରରେ ବିଭିନ୍ନ!-->…
