ଏଟିଏମ ଭାଙ୍ଗି ଟଙ୍କା ଲୁଟିନେଲେ
କେନ୍ଦୁଝର: ଦିନକୁ ଦିନ ରାଜ୍ୟରେ ବଢ଼ିବାରେ ଲାଗିଛି ଅପରାଧ । କେତେବେଳେ ଚୋରୀ ତ ଆଉ କେତେବେଳେ ରାହାଜାନୀ । ଏହାରି ଭିତରେ ଏଟିଏମ ଭାଙ୍ଗି ଲୁଟ୍ ହୋଇଥିବାର ଖବର ଶୁଣିବାକୁ ମିଳିଛି । ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଏଟିଏମ୍ ଭାଙ୍ଗି ଲୁଟ୍ ଉଦ୍ୟମ । କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୪୯ ନମ୍ବର!-->…
