ବ୍ରହ୍ମପୁର ଟଙ୍କା ଲୁଟ୍ ଘଟଣାରେ ଡ୍ରାଇଭର ମୁଖ୍ୟ ଅଭିଯୁକ୍ତ
ବ୍ରହ୍ମପୁର: ଡ୍ରାଇଭର ରଚିଥିଲା ସାଙ୍ଘାତିକ ଷଡଯନ୍ତ୍ର । ଲୁଟ୍ କରିବା ଲାଗି କରିଥିଲା ଭିନୟ । ବଡବଜାର ଆସ୍କା ରୋଡ୍ ସ୍ଥିତ ଏକ ବ୍ୟାଙ୍କ୍ ସାମନାରୁ ଏଟିଏମ୍ ଟଙ୍କା ଲୋଡିଂ ଭ୍ୟାନ୍ ଅପହରଣ ଓ ଲୁଟ୍ର ପର୍ଦ୍ଦାଫାସ କରିଛି ପୋଲିସ । ଟଙ୍କା ଲୋଡିଂ ଭ୍ୟାନର ଡ୍ରାଇଭର ଆଶିଷ ଦିଗାଲ ହିଁ ଘଟଣାର!-->…
