Odia News Portal

ବୁଲୁଛି ବାଘ : ଲଇକେରା ଅଞ୍ଚଳରେ ଦେଖିବାକୁ ମିଳିଛି ପାଦ ଚିହ୍ନ

ପୁଣି ମାତିଲା ବାଘ । ଝାରସୁଗୁଡ଼ା ଲଇକେରା ଅଞ୍ଚଳରେ ବାଘ ଆତଙ୍କ ଦେଖିବାକୁ ମିଳିଛି । ଲଇକେରା ବ୍ଲକରେ ବାଘର ପାଦ ଚିହ୍ନ ଦେଖି ଲୋକେ ଭୟଭୀତ ହୋଇପଡ଼ିଛନ୍ତି । ଲଇକେରା ଓ ସୁନ୍ଦରଗଡ଼ ଜିଲ୍ଲା ସୀମାବର୍ତ୍ତି ଅଞ୍ଚଳ ଭୁକୁଲାପଡ଼ା, ଗଞ୍ଜୁଡ଼ିହି, କର୍ଲାଖମନ୍, ଜାମ୍ମାଲ ଆଦି ସ୍ଥାନରେ ବାଘର ପାଦ…

ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ ବିଜେଡି ସଭାପତିଙ୍କ ସହ କଥା ହେଲେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ…

ଉପ ରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏ ପ୍ରାର୍ଥୀ ସି.ପି. ରାଧାକ୍ରିଷ୍ଣନ୍‌ଙ୍କୁ ସମର୍ଥନ କରିବାକୁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ସେ ନବୀନଙ୍କର ସ୍ବାସ୍ଥ୍ୟାବସ୍ଥା ବୁଝିବା ସହ ସହ ଏନଡିଏ ପ୍ରାର୍ଥୀ…

କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ପୋଲିସ କୁ ମିଳିଛି ଏକ ବଡ଼ ସଫଳତା

କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ଅଞ୍ଚଳରେ ଯାନବାହାନ ଯାଞ୍ଚ କରୁଥିବା ବେଳେ ୨.୫ ଟନ୍ ବିସ୍ପୋରକ ଜବତ କରିବାରେ ସଫଳ ହୋଇଛି l ଯାହାର ଅତ୍ୟଧିକ ତଦନ୍ତ ପ୍ରକ୍ରିୟା ପରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ବିସ୍ତୃତ ବିଷୟ ଉପସ୍ଥାପନା କରିଛନ୍ତି ବାଲିଗୁଡ଼ା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ…

ଲ୍ୟାଣ୍ଡମାଇନ ବିସ୍ଫୋରଣ କଲେ ନକ୍ସଲ: ଜଣେ ଯବାନ ସହିଦ, ୩ ଆହତ

ଛତିଶଗଡ଼ ସିମାନ୍ତ ବିଜାପୁର ଜିଲ୍ଲାରେ ଲାଣ୍ଡମାଇନ ବିସ୍ଫୋରଣ ହୋଇଥିବାର ଖବର ମିଳିଛି। ବିସ୍ଫୋରଣରେ ଜଣେ ଡିଆରଜି ଯବାନ ସହିଦ ହୋଇଥିବା ବେଳେ ତିନି ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସହିଦ ଡିଆରଜି ଯବାନ ହେଉଛନ୍ତି ଦିନେଶ ନାଗ। ବିଜାପୁର ନେସନାଲ ପାର୍କ ଅଞ୍ଚଳରେ ଅପରେସନ ଚାଲିଥିବା ବେଳେ…

ଅବପାତ ରୂପ ନେବ ଲଘୁଚାପ, ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା

ସୋମବାର ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ଅତି ଭୀଷଣ ବର୍ଷା ହୋଇପାରେ । କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁରର ବିକ୍ଷିପ୍ତ ସ୍ଥାନରେ ଭୀଷଣରୁ ଅତି ଭୀଷଣ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି । ଏହି ତିନି ଜିଲ୍ଲା ପାଇଁ ରେଡ୍‌ ୱାର୍ଣ୍ଣିଂ ଜାରି କରିଛି ।  ପଶ୍ଚିମ କେନ୍ଦ୍ରୀୟ…

ପୁଟିନଙ୍କୁ ‘ଶାନ୍ତିପତ୍ର’ ଲେଖିଲେ ମେଲାନିଆ

ରୁଷ୍‌ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଥିବାବେଳେ ‌ଏହାକୁ ବନ୍ଦ କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ  ଆଲାସ୍କାଠାରେ ୧୫ ଅଗଷ୍ଟରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଥିଲେ। ତେବେ ଯୁଦ୍ଧ ବନ୍ଦ ‌ଓ ଶାନ୍ତି ପ୍ରତିଷ୍ଠା ନେଇ କୌଣସି ନିଷ୍କର୍ଷ ବାହାରି ପାରିନଥିବା…

ହିମାଚଳ ମୌସୁମୀ ବିପର୍ଯ୍ୟୟ ୩ ଜାତୀୟ ରାଜପଥ ସମେତ ୩୬୧ ରାସ୍ତା ଅବରୋଧ

ହିମାଚଳ ପ୍ରଦେଶରେ ଚଳିତ ମୌସୁମୀ ଋତୁ ବହୁତ ବଡ଼ ପ୍ରାକୃତିକ ବିପର୍ଯ୍ୟୟ ଆଣିଛି। ପ୍ରବଳ ବର୍ଷା ଯୋଗୁଁ ସଡ଼କ, ବିଜୁଳି ଓ ଜଳ ଯୋଗାଣ ବ୍ୟବସ୍ଥା ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏଚ୍‌ପିଏସ୍‌ଡିଏମ୍‌ଏ) ଅନୁଯାୟୀ, ରବିବାର ସକାଳ ସୁଦ୍ଧା…

ଭୁବନେଶ୍ବରର ଘରୋଇ ହସ୍‌ପିଟାଲରେ ଭର୍ତ୍ତି ହେଲେ ବିରୋଧୀ ଦଳ ନେତା

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପୁଣି ଥରେ ଅସୁସ୍ଥ ହୋଇଥିବା ସୂଚନା ମିଳିଛି। ତାଙ୍କୁ ଭୁବନେଶ୍ବରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ନବୀନ ପଟ୍ଟନାୟକଙ୍କର ଚିକିତ୍ସା ଡାକ୍ତର ଆଲୋକ ପାଣିଗ୍ରାହୀ କରୁଛନ୍ତି। ତାଙ୍କୁ ଡିହାଇଡ୍ରେସନ ହୋଇଥିବା ସୂଚନା ମିଳିଛି।…

ପୁଣି ବିବାଦରେ ଆଉ ଜଣେ ବାବା

ମୁଣ୍ଡରେ ଚିତା ଚୈତନ୍ୟ ଦେହରେ ଗେରୁଆ ବସ୍ତ୍ର। ଲଣ୍ଡିତ ମସ୍ତକ, ବେକରେ ତୁଳସୀ ମାଲ। ଦେଖିବାକୁ ପୁରା ସାଧୁ ସନ୍ୟାସୀ କିନ୍ତୁ କାମ ବାବାଙ୍କୁ ଦେଖିଲା ମାତ୍ରେ ମୁଣ୍ଡିଆ ପକାନ୍ତି ଭକ୍ତ। ସଂସାରର ମୋହ ମାୟା, କାମନା ବାସନାକୁ ପର କରି ହୋଇଥିଲେ ବାବା। ଲୋକଙ୍କୁ ସତକର୍ମ କରିବାକୁ ପ୍ରବଚନ…

ଆସନ୍ତାକାଲିଠାରୁ ମାଲକାନଗିରିରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା

ଆସନ୍ତାକାଲିଠାରୁ ମାଲକାନଗିରିରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା। ୧୨ ବିଶେଷଜ୍ଞ ଡାକ୍ତର ଏହି ବିମାନରେ ଯାଇ ମାଲକାନଗିରିରେ ପହଞ୍ଚିବେ। କଟକର ଏସସିବି ଓ ରାଜଧାନୀର କ୍ଯାପିଟାଲ ହସ୍ପିଟାଲର ୧୨ଜଣିଆ ବିଶେଷଜ୍ଞ ଦଳ ସେଠାରେ ୪ ଦିନ ଧରି ରୋଗୀ ସେବା ଯୋଗାଇବେ।୧୨ ବିଶେଷଜ୍ଞ…