ପୁଣି ଜବତ ହେଲା ୮ ଲକ୍ଷ ଟଙ୍କାର ଗଞ୍ଜେଇ
ରାୟଗଡ଼ା: ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡି ବସିଲା ପୋଲିସ। ବିପୁଳ ପରିମାଣରେ ଗଞ୍ଜେଇ ଜବତ। ପ୍ରାୟ ୧୫୦ କେଜିର ଗଞ୍ଜେଇ ଜବତ କରିଛି ଗୁଣପୁର ଅବକାରୀ ବିଭାଗ। ଏହା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ।
ସୂଚନାନୁଯାୟୀ, ଗୁଣପୁର ଅଞ୍ଚଳରୁ ୧୫୦ କେଜିର ଗଞ୍ଜେଇ ଜବତ!-->!-->!-->…
