Odia News Portal

ମାନବବାଦ ସଂଗଠନର ମୁଖ୍ୟ ମାନସ ଦାସଙ୍କ ନାଁରେ ଆଉ ଏକ ଏତଲା

ଖୋର୍ଦ୍ଧା: ଖୋଲୁଛି ଗୋଟିଏ ପରେ ଗୋଟିଏ ଗୁମର । ମାନବବାଦ ସଂଗଠନର ମୁଖ୍ୟ ମାନସ ଦାସଙ୍କ ବିରୋଧରେ ଆସୁଛି ଗୋଟିଏ ପରେ ଗୋଟିଏ ସଙ୍ଗୀନ ଅଭିଯୋଗ । ମାନସ ଓ ତାଙ୍କ ପୁଅ ମନୋରଞ୍ଜନଙ୍କ ନାଁରେ ଏତଲା ହୋଇଛି । ଖୋର୍ଦ୍ଧା ସଦର ଥାନାରେ ବାପ, ପୁଅ ନାଁରେ ଏତଲା ହୋଇଛି । ମାନସଙ୍କ ଷ୍ଟେଜ୍ ବଡିଗାର୍ଡ

ନନ୍ଦନକାନନରେ ମହାବଳ ବାଘ ଆତଙ୍କ !

ଭୁବନେଶ୍ୱର: ନନ୍ଦନକାନନରେ ମହାବଳ ବାଘ ଆତଙ୍କ। ବାଘ ସଫାରୀର ପାଚେରୀ ଡେଇଁ ବାହାରିଗଲା ମହାବଳ ବାଘ ରାଜେଶ। ଏହି ଖବର ପ୍ରଚାରିତ ହେବା ପରେ ପର୍ୟ୍ୟଟଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା ତେବେ ସଫାରୀର କର୍ମଚାରୀଙ୍କ ଉଦ୍ୟମ ଫଳରେ ଧରାପଡିଥିଲା ମହାବଳ ରାଜେଶ। ସୂଚନା ମୁତାବିକ, ଆଜି ସକାଳେ

ଜୟଦେବ ବିହାର ଅଞ୍ଚଳରୁ ପରିତ୍ୟକ୍ତ ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀରେ ପୁଣି ଚାଞ୍ଚଲ୍ୟ । ଜୟଦେବ ବିହାର ବିଜୁ ପଟ୍ଟନାୟକ କଲେଜ ନିକଟରେ ଥିବା ଏକ ଭଙ୍ଗ ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ସ୍ଥାନୀୟ ଲୋକେ ପ୍ରଥମେ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ପୋଲିସ କବର ପାଇ ମୃତଦେହକୁ ଉଦ୍ଧାର କରିଛି । ତେବେ ମୃତ ଯୁବକଙ୍କ ପରିଚୟ

ଆଜିଠୁ ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ

ଓଭାଲ: ଆଜିଠୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ଚତୁର୍ଥ ଟେଷ୍ଟ । ୫ ମ୍ୟାଚ ବିଶିଷ୍ଟ ସିରିଜ ଏବେ ୧-୧ରେ ବରାବର ରହିଛି । ପ୍ରଥମ ମ୍ୟାଚଟି ବର୍ଷା ଲାଗି ଡ୍ର ରହିଥିବା ବେଳେ ଦ୍ୱିତୀୟ ମ୍ୟାଚଟି ଭାରତ ଜିତିଥିଲା । ତେବେ ତୃତୀୟ ମ୍ୟାଚରେ ନୈରାଶ୍ୟଜନକ ବ୍ୟାଟିଂ ଲାଗି ଭାରତକୁ ପରାଜୟ ବରଣ

ପଢ଼ନ୍ତୁ ଆଜି ଦେଶରେ କଣ ରହିଛି କରୋନାର ସ୍ଥିତି

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାଭାଇରସ୍ଜନିତ ମହାମାରୀ ସଂକ୍ରମଣସଂଖ୍ୟା ୪୭ହଜାରରୁ ଅଧିକ ଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ୫ ଶହରୁ ସାମାନ୍ୟ ଅଧିକ ରହିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗୁରୁବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ

ବିଜେବି କଲେଜରେ ୨ ହଷ୍ଟେଲର ଛାତ୍ରଙ୍କ ମଧ୍ୟରେ ପିଟାପିଟି

ଭୁବନେଶ୍ୱର: ରାଜଧାନୀସ୍ଥିତ ବିଜେବି କଲେଜରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ପିଟାପିଟି । ଖାରବେଳ ଓ ଆମ୍ବେଦକର ହଷ୍ଟେଲର ଛାତ୍ରମାନେ ମୁହାଁମୁହିଁ ହୋଇଛନ୍ତି । ଗଣ୍ଡଗୋଳ ଯୋଗୁଁ ଖାରବେଳ ହଷ୍ଟେଲର ବ୍ୟାପକ ଭଙ୍ଗାରୁଜା ହୋଇଛି । ଅଧିକ ଗଣ୍ଡଗୋଳକୁ ଦୃଷ୍ଟିରେ ରଖି ବିଜେବି କଲେଜରେ ବ୍ୟାପକ ପୋଲିସ

ଜାଣନ୍ତୁ ଗଣେଷ ପୂଜା ଲାଗି କଣ ରହିଛି ବିଏମସି ନୂଆ ଗାଇଡଲାଇନ୍

ଭୁବନେଶ୍ୱର: ଆଉ ମାତ୍ର କେଇଟା ଦିନ ପରେ ଗଜାନନଙ୍କ ପୂଜା । ପୂଜା ପାଇବେ ଗଜାନନ । କିନ୍ତୁ ଚଳିତବର୍ଷ କରୋନା କଟକଣା ମଧ୍ୟରେ କିଭଳି ଗଣେଶ ପୂଜା ପାଳନ କରିବେ ସେନେଇ ନୂତନ ଗାଇଡଲାଇନ୍ ଜାରି କରିଛି ଭୁବନେଶ୍ୱର ମହାନର ନିଗମ । ମଣ୍ଡପ ତଥା ପେଣ୍ଡାଲ ମାନଙ୍କରେ ଗଣେଶଙ୍କ ପୂଜା କରିବା ପାଇଁ

ଏଣିକି ଶନି ଓ ରବି ବାରରେ ଖୋଲା ରହିବ ନନ୍ଦନକାନନ

ଭୁବନେଶ୍ୱର: ପଶୁପ୍ରେମୀଙ୍କ ଲାଗି ଖୁସି ଖବର । ଏଣିକି ଶନିବାର ଓ ରବିବାର ଖୋଲା ରହିବ ନନ୍ଦନକାନନ । ସେପ୍ଟେମ୍ବର ମାସ ଗାଇଡଲାଇନରେ ତିନି ସହରରୁ ଉଠିଛି ସପ୍ତାହନ୍ତ ସଟଡାଉନ । ତେବେ ସଟଡାଉନ ହଟିବା ପରେ ଶନିବାର ଓ ରବିବାର ଖୋଲା ରହିବ ନନ୍ଦନକାନନ । ପୂର୍ବରୁ ୫ଦିନ ଖୋଲା ରହୁଥିବା ବେଳେ

ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ପରଲୋକ

ମୁମ୍ବାଇ: ଲୋକପ୍ରିୟ ଟିଭି ସିରିଏଲରେ ଅଭିନୟ କରୁଥିବା ସିଦ୍ଧାର୍ଥ ଶୁକ୍ଲାଙ୍କ ପରଲୋକ । ୪୦ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ହୃଦଘାତରେ ତାଙ୍କର ପ୍ରାଣ ଯାଇଥିବା ଜଣା ପଡିଛି । ଲୋକପ୍ରିୟ ଟିଭି ସିରିଏଲ ବାଲିକାବଧୁରେ ସେ ଅଭିନୟ କରୁଥିଲେ । ତାଙ୍କର ବଳିଷ୍ଠ ଅଭିନୟ ସମସ୍ତ ଦର୍ଶକଙ୍କ

ଭୀମଭୋଇ ମେଡିକାଲ ପରିଦର୍ଶନ କରିବା ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ସାଂସଦ ସଙ୍ଗୀତା ସିଂହଦେଓ

ବଲାଙ୍ଗିର: ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂହଦେଓ ସମୀକ୍ଷା ବୈଠକ ପରେ ଭୀମଭୋଇ ମେଡିକାଲକୁ ପରିଦର୍ଶନରେ ଯାଇଥିଲେ । ଏମ୍ସିଏଚ ବିଲ୍ଡିଂର ବିଭିନ୍ନ ୱାର୍ଡ ପରିଦର୍ଶନ କରିବା ସହ ରୋଗୀଙ୍କ ସୁବିଧା ଅସୁବିଧା ବୁଝି ଅସଲ ସ୍ଥିତି ପରଖି ଥିଲେ । ସ୍ୱାସ୍ଥ୍ୟ ସେବାରେ ହେଉଥିବା ବିଭିନ୍ନ