Odia News Portal

ଦୟାନଦୀରେ ବୁଡ଼ିଗଲେ ଦୁଇଛାତ୍ର

ପବିତ୍ର ଜନ୍ମାଷ୍ଟମୀ ଦିନ ଧଉଳି ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଧଉଳି ଥାନା ଅଧୀନ ନାଥପୁର ଜାଡ଼ମଲ୍ଲୀ ପୀଠ ନିକଟ ଦୟାନଦୀରେ ଗାଧୋଇବାକୁ ଆସି ଦୁଇଛାତ୍ରଙ୍କ ମୃତ୍ୟୁ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ମୃତ ଛାତ୍ରଦ୍ବୟଙ୍କ ମଧ୍ୟରୁ ଜଣେ ହେଲେ ଏୟାରଫିଲ୍ଡ ଥାନା…

୭ ଦିନ ମଧ୍ୟରେ ଘୋଷଣା ହେବ ପରିଚାଳନା କମିଟି’; ୧୯ରେ ଗୁରୁତ୍ବପୂର୍ଣ୍ଣ ବୈଠକ

ବର୍ଷେ ପୂରିବାକୁ ବସିଲାଣି, ହେଲେ ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ ହୋଇପାରୁନି। ଏହାକୁ ନେଇ କଳ୍ପନା ଜଳ୍ପନା ଚାଲିଥିବା ବେଳେ ଆସନ୍ତା ଗୋଟିଏ ସପ୍ତାହ ଭିତରେ ନୂଆ କମିଟି ଗଠନ ହେବ ବୋଲି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। କମିଟି ନଥିବାରୁ ଅନେକ ଗୁରୁତ୍ବପୂର୍ଣ୍ଣ…

ଭୁବନେଶ୍ୱର–ଝାରସୁଗୁଡ଼ା ବିମାନ ସେବା ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ: ଏବେ ସପ୍ତାହକୁ ୫ଦିନ ଉଡ଼ିବ

ଆଜିଠାରୁ ଭୁବନେଶ୍ବରରୁ ଝାରସୁଗୁଡ଼ାକୁ ବିମାନ ସେବା ଆରମ୍ଭ ହୋଇଛି। ଷ୍ଟାର୍‌ ଏୟାର ପକ୍ଷରୁ ଏହି ରୁଟ୍‌ରେ ଏକ ୭୬ ଆସନ ବିଶିଷ୍ଟ ବିମାନ ଚଳାଚଳ କରିବ। ଓଡ଼ିଶା ନୂଆ ଗନ୍ତବ୍ୟସ୍ଥଳ ନୀତିରେ ରାଜ୍ୟ ସରକାର ଏହି ରୁଟ୍‌ରେ ବିମାନ ଉଡ଼ାଣ ପାଇଁ ଭିଜିଏଫ୍ ଦେବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

ବାଲିପାଟଣାରେ ପୋଡ଼ି ଘଟଣାରେ ବାପା  ସୁରେନ୍ଦ୍ର ନାଥ ମଠିଆ, ସାବତ ମାଆ ପ୍ରଭାତୀ ମଠିଆ ଓ ସାନ ଭାଇ ପ୍ରଶାନ୍ତ ମଠିଆଙ୍କୁ…

ବାଲିପାଟଣାରେ ପୋଡ଼ି ହୋଇଥିବା ଗୁରୁତର ଯୁବକଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟଣାରେ ବାପା  ସୁରେନ୍ଦ୍ର ନାଥ ମଠିଆ, ସାବତ ମାଆ ପ୍ରଭାତୀ ମଠିଆ ଓ ସାନ ଭାଇ ପ୍ରଶାନ୍ତ ମଠିଆଙ୍କୁ ଗିରଫ କରିଛି ପୁଲିସ। ହତ୍ୟା ମାମଲା ରୁଜୁ କରି ଗିରଫ ଦର୍ଶାଇଛି ପୁଲିସ। ଏନେଇ ସୂଚନା ଦେଇଛନ୍ତି…

କେବେ ଅପରାଧୀଙ୍କୁ  ଧରୁଥିଲେ ଏବେ ନିଜେ ଫସିଗଲେ

ଅସ୍ତରଙ୍ଗ(ବିପିନ ବିହାରୀ ଦାସ ):ପୁରୀଜିଲ୍ଲା ଅସ୍ତରଙ୍ଗ ଥାନା ଅଧିକାରୀ ରାଜେଶ ବଳିୟାରସିଂ ଏକ ମାମଲାରେ ନିଲମ୍ବିତ ହୋଇଛନ୍ତି। ରାଜ୍ୟ ପୁଲିସ ନିର୍ଦ୍ଦେଶକ ତାଙ୍କୁ ନିଲମ୍ବନ କରିଛନ୍ତି। ତାଙ୍କ ନାମରେ ଅଭିଯୋଗ ଉଠୁଥିବା ଘଟଣାକୁ ନେଇ ଚର୍ଚ୍ଚା ବଢୁଥିଲା ବେଳେ ଖାକିବର୍ଦ୍ଦିରେ…

୧୮ ଯାଏ ପ୍ରବଳ ବର୍ଷା! ଦୁଇଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି

ଉତ୍ତର ଆନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳର ପଶ୍ଚିମକେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ବେଳେ ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେଉଛି। ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ…

ଜଣେ ପ୍ରଫେସର ଓ ଜଣେ ଆସୋସିଏଟ୍ ପ୍ରଫେସର ଭିସୁଟ୍‌ରୁ ନିଲମ୍ବିତ

ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (VSSUT)ରେ ଗୋଟିଏ ଦିନରେ ଜଣେ ପ୍ରଫେସର ଓ ଜଣେ ଆସୋସିଏଟ୍ ପ୍ରଫେସରଙ୍କୁ ନିଲମ୍ବନ କରାଯାଇଛି। ଦୁଇଟି ପୃଥକ ଘଟଣାରେ ଜଣେ ମହିଳା ସହକର୍ମୀ ଓ ଜଣେ ପିଏଚଡି ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗର ତଦନ୍ତ କରି ବିଶ୍ୱବିଦ୍ୟାଳୟ ପରିଚାଳନା ପରିଷଦ…

ଲାଗୁ ହେଲା ‘ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା’; ଜାଣନ୍ତୁ କେଉଁମାନଙ୍କୁ ମିଳିବ ୧୫ ହଜାର ଟଙ୍କାର…

ତମ ସ୍ୱାଧୀନତା ଦିବସ ଅବସରରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପତାକା ଉତ୍ତୋଳନ କରି ଲାଲକିଲ୍ଳାରୁ ଦେଶବାସୀଙ୍କୁ ସମ୍ବୋଧିତ କରିବା ଅବସରରେ ‘ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା’ର ଘୋଷଣା କରିଛନ୍ତି। ଏହି ଯୋଜନାରେ ଘରୋଇ କ୍ଷେତ୍ରରେ (ପ୍ରାଇଭେଟ୍ ସେକ୍ଟରରେ) ପ୍ରଥମ ଥର…

ଲଗାଣ ବର୍ଷାରେ ବୁଡ଼ିଲା ଏମଭି ୯୬ ବ୍ରିଜ୍: କାଲିମେଳା – ମୋଟୁ ୩୨୬ ଜାତୀୟ ରାଜପଥରେ ଯାତାୟାତ ଠପ୍

ଲଗାଣ ବର୍ଷାରେ ବୁଡ଼ିଲା ଏମଭି ୯୬ ବ୍ରିଜ୍। ବ୍ରିଜ୍ ଉପରେ ୩ ଫୁଟ୍ ବନ୍ୟା ଜଳ ପ୍ରବାହିତ। କାଲିମେଳା - ମୋଟୁ ୩୨୬ ଜାତୀୟ ରାଜପଥରେ ଯାତାୟାତ ଠପ୍ ହୋଇଯାଇଛି। ଉଭୟ ପଟେ ଅନେକ ଯାନବାହାନ ଅଟକି ରହିଛି। ଅନ୍ୟପକ୍ଷରେ ସମସ୍ୟା କରୁଛି ତଳୁଆ ପୋଲ। ପ୍ରତିବର୍ଷ ବର୍ଷା ଯୋଗୁଁ ୩୨୬ ଜାତୀୟ ରାଜପଥ…

ଟ୍ରମ୍ପ ଓ ପୁଟିନ୍‌ଙ୍କ ମଧ୍ୟରେ ବୈଠକ ଶେଷ, ଯୁଦ୍ଧବିରତି ପାଇଁ ହୋଇପାରିଲାନାହିଁ ସହମତି

ଆଲାସ୍କାର ଆଙ୍କୋରେଜରେ ବିଶ୍ବର ଦୁଇ ମହାଶକ୍ତିଙ୍କ ବୈଠକ ଶେଷ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ହୋଇଥିବା ବୈଠକରେ ୟୁକ୍ରେନ ଯୁଦ୍ଧ, ପାରସ୍ପରିକ ସମ୍ପର୍କ ଏବଂ ସହଯୋଗ ଆଦି ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ବୈଠକରେ…