ଅଦିନିଆ ବର୍ଷାରେ ବେହାଲ ଭୁବନେଶ୍ୱର
ବର୍ଷାରେ ବେହାଲ ଭୁବନେଶ୍ବର , ଚିନ୍ତା ପ୍ରକଟ କଲେ ମୁଖ୍ୟମନ୍ତ୍ରୀ । ଆଷାଢ଼ ମାସ ଆସିନି କିନ୍ତୁ ଭୁବନେଶ୍ୱରରେ ଗତକାଲିର ସ୍ଥିତିକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ମୋହନ ମାଝୀ । ରାଜସ୍ୱ ଅଧିକାରୀଙ୍କ କର୍ମ ଶାଳାରେ ମୁଖ୍ୟମନ୍ତ୍ରୀ କହିଛନ୍ତି , ଆଷାଢ଼ ମାସ ଆସିନାହିଁ!-->…
