ପାଣ୍ଡିଆନଙ୍କ ପାଇଁ ବିଜେଡି ଦୁଇଫାଳ
ସେପଟେ ପାଣ୍ଡିଆନଙ୍କ ପାଇଁ ଦିଫାଳ ହୋଇଛି ବିଜେଡି । ପାଣ୍ଡିଆନଙ୍କ ବିରୋଧରେ ବିଷୋଦଗାର କରିଥିଲେ ଦେବାଶିଷ ସାମନ୍ତରାୟ । ଆଜି ଦେବାଶିଷଙ୍କୁ ଟାର୍ଗେଟ କରି ପାଣ୍ଡିଆନଙ୍କ ସମର୍ଥନରେ ବାହାରିଛନ୍ତି ରାଜ୍ୟସଭାର ୩ ସାଂସଦମାନସ ମଙ୍ଗରାଜ, ସୁଲତା ଦେଓ ଓ ନିରଞ୍ଜନ ବିଶି । ଆଉ ଏହା ବିଜେଡିରେ!-->…
