ଚବିଶ ପାଇଁ ଚପାକସିଆ କସରତ, ନବେ ଦଶକର ନେତାଙ୍କ ଉପରେ ନଜର
ଭୁବନେଶ୍ୱର ; ୨୦୨୪ ପୂର୍ବରୁ ୨୦୨୨ ହେବାକୁ ଯାଉଛି ରାଜନୈତିକ ସେମିଫାଇନାଲ । ରାଜ୍ୟରେ ସବୁ ଦଳ ପାଇଁ ଆସନ୍ତାବର୍ଷ ହେବାକୁ ଯାଉଛି ଏସିଡ ଟେଷ୍ଟ । କିଏ କିଣିବ ମନ, କିଏ କରିବ ଶାସନ । ୨୨ କହିବ ୨୪ ଫଳାଫଳ । ୨୦୨୨ ଦ୍ୱିତୀୟାର୍ଦ୍ଧରେ ରାଜ୍ୟରେ ପଂଚାୟତ ନିର୍ବାଚନ ହେବାକୁ ଯାଉଛି । ଯାହାର!-->…
