Odia News Portal

ରବି ଶାସ୍ତ୍ରୀଙ୍କ ପରେ ଭାରତୀୟ କ୍ରିକେଟ ଟିମର ଆଉ ଜଣେ ସପୋର୍ଟ ଷ୍ଟାଫ କରୋନା ପଜିଟିଭ୍

ଓଭାଲ: ଭାରତୀୟ କ୍ରିକେଟ ଟିମର ମୁଖ୍ୟ କୋଚ ରବି ଶାସ୍ତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସପୋର୍ଟିଂ ଷ୍ଟାଫ ଯୋଗେଶ ପରମାର କରୋନା ସଂକ୍ରମିତ ହୋଇଥିବା ଏଏନଆଇରେ ଖବର ପ୍ରକାଶ ପାଇଛି । ମାଂଚେଷ୍ଟରରେ ଭାରତୀୟ ଦଳର ଟ୍ରେନିଂ ସେଶନକୁ ବାତିଲ କରି ଦିଆଯାଇଛି । ଅନ୍ୟ ସଦସ୍ୟମାନଙ୍କ କରୋନା…

ରିଲିଜ୍ ହେଲା ବିଜୟଙ୍କ ପ୍ରଥମ ବଲିଉଡ୍ ଫିଲ୍ମ

ମୁମ୍ବାଇ: ଦକ୍ଷିଣ ଭାରତୀୟ ଫିଲ୍ମର ଚର୍ଚ୍ଚିତ ଅଭିନେତା ହେଉଛନ୍ତି ବିଜୟ ଦେବରକୋଣ୍ଡା । ସାଉଥ ଇଣ୍ଡଷ୍ଟ୍ରୀରେ ତାଙ୍କର ବେଶ କ୍ଷ୍ୟାତି ରହିଛି । ତାଙ୍କୁ ଦର୍ଶକେ ମଧ୍ୟ ବହୁ ପସନ୍ଦ କରିଛନ୍ତି । ତେବେ ବିଜୟଙ୍କ ପ୍ରଥମ ବଲିଉଡ ଫିଲ୍ମ ‘ଲିଗର’ ଆଜି ରିଲିଜ ହୋଇଛି । ଏହି ଫିଲ୍ମରେ ତାଙ୍କ…

କଙ୍ଗନାଙ୍କ ବିରୋଧରେ ଚାଲିବ ମାମଲା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବିରୋଧରେ ଚାଲିବ ମାମଲା । ଆଜି ଏନେଇ ସୂଚନା ଦେଇଛନ୍ତି ବମ୍ବେ ହାଇକୋର୍ଟ । ଜାଭେଦଙ୍କ ମାମଲା ଖାରଜ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ କଙ୍ଗନା । ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାକୁ ନେଇ ଏହି ମାମଲା ରୁଜୁ ହୋଇଛି । ଜାଭେଦ…

ସରିଲା ଦୁଷ୍ମନ୍ତଙ୍କ ଶେଷକୃତ୍ୟ

ପୁରୀ: ବୁଧବାର ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଜଗତସିଂପୁର ଜିଲ୍ଲାର ଦୁଷ୍ମନ୍ତ ଦାସ । ଗତକାଲି ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ବିଧାନସଭାରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ ବିରୋଧୀ । ତେବେ ଆଜି ଦୁଷ୍ମନ୍ତଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପୁରୀ…

ଟି-୨୦ ବିଶ୍ୱକପ ଲାଗି ଦଳ ଘୋଷଣା କଲା ଇଂଲଣ୍ଡ

ଲର୍ଡସ: ପାଖେଇ ଆସୁଛି ଟି-୨୦ ବିଶ୍ୱକପ । ସମସ୍ତ ଦେଶ ନିଜ ନିଜର ଦଳ ଘୋଷଣା କରୁଛନ୍ତି । ଏହାରି ଭିତରେ ଆଜି ନିଜର ଦଳ ଘୋଷଣା କରିଛି ଇଂଲଣ୍ଡ । ୧୫ ଜଣିଆଁ ଦଳ ଘୋଷଣା କରାଯାଇଛି । ଦଳରେ ଉଭୟ ଅଭିଜ୍ଞ ଓ ଯୁବ ଖେଳାଳୀଙ୍କୁ ସ୍ଥାନ ଦିଆଯାଇଛି । ତେବେ ନଜର ପକାନ୍ତୁ କାହାକୁ ମିଳିଛି ସ୍ଥାନ । …

ଶେଷହେଲା ମୌସୁମୀ ଅଧିବେଶନ

ଭୁବନେଶ୍ୱର: ହଟ୍ଟଗୋଳ ମଧ୍ୟରେ ଶେଷହେଲା ମୌସୁମୀ ଅଧିବେଶନ । ବିରୋଧୀଙ୍କ ହଟ୍ଟଗୋଳ, ଶାସକ ଦଳର ଉତ୍ତର ମଧ୍ୟରେ ସରିଛି ମୌସୁମୀ ଅଧିବେଶନ । ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ରଖାଯାଇଛି। ସୂଚନାଯୋଗ୍ୟ, ମୌସୁମୀ ଅଧିବେଶନ ସେପ୍ଟେଟର ୧ ତାରିଖ ଠାରୁ ଆରମ୍ଭ ହୋଇଥିଲା। ଏହାରି…

ଦିବ୍ୟାଙ୍ଗ ନାବାଳିକାଙ୍କୁ ବି ଛାଡ଼ିଲେନି…

ଗଞ୍ଜାମ: ଦିନକୁ ଦିନ ବଢ଼ିବାରେ ଲାଗିଛି ଦୁଷ୍କର୍ମ ସଂଖ୍ୟା । ବୃଦ୍ଧାଙ୍କଠାରୁ ଆରମ୍ଭ କରି ନାବାଳିକା କେହି ବି ବାଦ ପଡୁନାହାଁନ୍ତି ଦୁଷ୍କର୍ମକାରୀଙ୍କ ନଜରରୁ । କିଛି କ୍ଷଣର ସୁଖ ଲାଗି ନିଜର ହିତାହିତ ଜ୍ଞାନ ଭୁଲି ନରରାକ୍ଷସ ପାଲଟି ଯାଉଛନ୍ତି ଦେହଲୋଭି ମଣିଷ । ବୟସର ତାରତମ୍ୟ ନଦେଖି…

ବିଧାନସଭାରେ ସଂକଳ୍ପ ପାରିତ

ଭୁବନେଶ୍ୱର: ଜାତିଭିତ୍ତିକ ଜନଗଣନା ଓ ସଂରକ୍ଷଣ ସୀମା ୫୦ ପ୍ରତିଶତ ନେଇ ସଂକଳ୍ପ ପାରିତ ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଆଗତ ସଂକଳ୍ପ ବିଧାନସଭାରେ ପାରିତ ହୋଇଛି । ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା ସଂକଳ୍ପ ଆଗତ କରିଥିଲେ । ସଂକଳ୍ପକୁ ରାଜ୍ୟ ଓବିସି କମିଶନଙ୍କ ନିକଟକୁ ପଠାଇବେ ସରକାର…

ବ୍ୟବସାୟୀଙ୍କୁ ବିଚ୍ ରାସ୍ତାରେ ଗୁଳିମାଡ଼

କଟକ: ଦିନକୁ ଦିନ ବଢ଼ିବାରେ ଲାଗିଛି ଅପରାଧ । ପଇସା ପାଇଁ ହେଉ କିମ୍ବା ପୂର୍ବ ଶତୃତାକୁ କେନ୍ଦ୍ର କରି ଦୁର୍ବୃତ୍ତ ଅପରାଧ କରିବାକୁ ପଛାଉ ନାହାନ୍ତି । ଏହାରି ମଧ୍ୟରେ ବ୍ୟବସାୟୀଙ୍କୁ ବିଚ୍ ରାସ୍ତାରେ ଗୁଳି କରିଛନ୍ତି ୨ ଦୁର୍ବୃତ୍ତ । କଟକ ସହର ଉପକଣ୍ଠ କନ୍ଦରପୁର ଥାନା ଅଥଙ୍ଗା ଠାରେ…

ରାତି ପାହିଲେ ଗଣେଷ ପୂଜା, ଜାଣନ୍ତୁ କେଉଁ ସମୟରେ ରହିଛି ପୂଜା କରିବାର ଶୁଭ ମୁହୂର୍ତ୍ତ

ଭୁବନେଶ୍ୱର: ରାତି ପାହିଲେ ଗଣେଷ ପୂଜା । ଗଜାନନଙ୍କ ପୂଜା ଲାଗି ଚଳଚଞ୍ଚଳ ହୋଇଉଠିଛି ଗାଁରୁ ସହର । ଏହିଦିନ ଯଦି ଆପଣ ଶୁଭ ମୁହୂର୍ତ୍ତରେ ଗଣପତିଙ୍କୁ ସ୍ଥାପନା କରିବେ ତେବେ ଏହା ଆପଣଙ୍କ ପାଇଁ ଲାଭଦାୟୀ ହେବ । ସେହିପରି ପୂଜାର ଶୁଭ ମୁହୂର୍ତ୍ତ ୧୨ ଟା ୧୭ ରୁ ଆରମ୍ଭ ହୋଇ ରାତି ୧୦ ଟା…