Odia News Portal

ପୂର୍ବତନ ଉପବାଚସ୍ପତି ରାଜା ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ: ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶା  ବିଧାନସଭାର ପୂର୍ବତନ ଉପ ବାଚସ୍ପତି ତଥା ମନ୍ତ୍ରୀ ବିଭୂତିଭୂଷଣ ସିଂହ ମର୍ଦ୍ଦରାଜଙ୍କର ବୁଧବାର ରାତି ୧୨.୩୦ ମିନିଟ ସମୟରେ ଏକ ଘରୋଇ  ହସ୍ପିଟାଲରେ ପରଲୋକ ହୋଇଯାଇଛି।ଦିର୍ଘ ମାସ ଧରି ସେ ଅସୁସ୍ଥ ଥିଲେ।ତାଙ୍କ ବିୟୋଗରେ ସମଗ୍ର ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରେ ଗଭିର ଶୋକପ୍ରକାଶ ପାଇଛି।…

ମହାନଦୀ ବିବାଦର ସମାଧାନ ରାସ୍ତା ଫିଟୁଛି: କେନ୍ଦ୍ରକୁ ମଧ୍ୟସ୍ଥତାର ପ୍ରସ୍ତାବ ଦେଲେ ମୋହନ

ଆପୋସ ଆଲୋଚନା ମାଧ୍ୟମରେ ମହାନଦୀ ବିବାଦର ସମାଧାନ ପାଇଁ ଓଡ଼ିଶା-ଛତିଶଗଡ଼ ରାଜି ହେବା ପରେ ଓଡ଼ିଶା ସରକାର ପ୍ରକ୍ରିୟାକୁ ଜୋର୍‌ଦାର କରିଛନ୍ତି। ନୂଆଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି ଆର୍‌ ପାଟିଲଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା…

କେନ୍ଦ୍ରାପଡ଼ାର ଛାତ୍ରୀ ଆତ୍ମଦାହ ଘଟଣା ; ନିଜେ ତଦନ୍ତ କରିବେ କେନ୍ଦ୍ରାପଡ଼ା ଏସ୍‌ପି

କେନ୍ଦ୍ରାପଡ଼ାରେ ଛାତ୍ରୀ ଆତ୍ମଦାହ ଘଟଣାରେ ଏସ୍‌ପି ସିଦ୍ଧାର୍ଥ କଟାରିଆଙ୍କ ସୂଚନା । କହିଲେ , ମୁଁ ନିଜେ କରିବି ତଦନ୍ତ । ସାଇଣ୍ଟିଫିକ୍‌ ଟିମ୍‌ ଆସୁଛନ୍ତି , ଛାତ୍ରୀଙ୍କ ବାପାଙ୍କ ଅଭିଯୋଗ ଅନୁସାରେ ହେବ ତଦନ୍ତ ।  ମୁଁ ତାଙ୍କ ବାପା ମାଆଙ୍କ ସହ କଥା ହୋଇଛି । ଘଟଣା ଘଟିବା ପରେ କବାଟ…

ଥାନା ପରିସରରେ ଯୁବକ ଙ୍କୁ ଥାର୍ଡ ଡିଗ୍ରୀ

ଥାନା ପରିସରରେ ଯୁବକ ଙ୍କୁ ଥାର୍ଡ ଡିଗ୍ରୀ। ଥାନା ପରିସରରେ ରେ ଯୁବକ ପିଇ ଦେଲେ ବିଷ  ଯୁବକ ଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ ରେ ଭର୍ତ୍ତି କରାଯାଇଛି। ଏଭଳି ଚଞ୍ଚଲ୍ୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ରେ। ବାଲିଚନ୍ଦ୍ରପୁର ଥାନା ଅଧୀନ ଅଣକା ପଞ୍ଚାୟତ ମହିପୁର ଗ୍ରାମ ର…

ଉତ୍ତରାଖଣ୍ଡର ହର୍ଷିଲରେ ଭୟାବହ ବନ୍ୟା: ସେନାର ୯ ଯବାନ ନିଖୋଜ, ଖୋଜାଖୋଜି ଜାରି

ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାର ହର୍ଷିଲ ଅଞ୍ଚଳରେ ବାଦଲଫଟା ବର୍ଷା ପରେ ହୋଇଥିଲା ଭୟଙ୍କର ବନ୍ୟା । ସେଥି ରେ ଭାରତୀୟ ସେନାର ଅତିକମରେ ୯ ଜଣ ଯବାନ ନିଖୋଜ ଅଛନ୍ତି । ଏହି ଯବାନମାନେ ହର୍ଷିଲ ଅଞ୍ଚଳରେ ଥିବା ଏକ କ୍ୟାମ୍ପରେ ଥିଲେ । ଗତକାଲି (ମଙ୍ଗଳବାର)  ହର୍ଷିଲ ନିକଟ ଧରାଲି ଗାଁରେ…

ଡ୍ରଗ୍ସ କଣ୍ଟ୍ରୋଲର ପ୍ରିନ୍ସିପାଲ ସାଇଣ୍ଟିଫିକ୍ ଅଫିସର ଦେବାଶିଷ ପଣ୍ଡାଙ୍କ ଘରେ ପଶିଲା ଭିଜିଲାନ୍ସଘରେ ପଶିଲା…

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ଡ୍ରଗ୍ସ କଣ୍ଟ୍ରୋଲର ଅଫିସର ପ୍ରିନ୍ସିପାଲ ସାଇଣ୍ଟିଫିକ୍ ଅଫିସର ଦେବାଶିଷ ପଣ୍ଡାଙ୍କ ବାସଭବନ ଗ୍ରେଟର ସମ୍ବଲପୁର, କାଇଁସିର ସ୍ଥିତ କାର୍ଯ୍ୟାଳୟ, ଭୁବନେଶ୍ବର ଓ ବ୍ରହ୍ମପୁର ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଚାଲିଛି |  ସ୍ୱତନ୍ତ୍ର…

ମୁଖ୍ୟ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ ଆଜି

ବହୁଚର୍ଚ୍ଚିତ ନବ ଦ‌ାସ ହତ୍ୟା ମାମଲାରେ ବୁଧବାର ଝାରସୁଗୁଡ଼ା ଏଡିଜେ କୋର୍ଟରେ ଶୁଣାଣି ରହିଛି। ବୁଧବାର ଏହି ଘଟଣାର ଅନ୍ୟତମ ମୁଖ୍ୟ ସାକ୍ଷୀ କହାଯାଉଥିବା ତତ୍କାଳୀନ ବ୍ରଜରାଜନଗର ଥାନାଅଧିକାରୀ ପ୍ରଦ୍ୟୁମ୍ନ କୁମାର ସ୍ବାଇଁଙ୍କର ସାକ୍ଷ୍ୟ ଗ୍ରହଣ ହେବ। ଗତ ମାର୍ଚ୍ଚରେ କ୍ରାଇମ୍‌ବ୍ରାଞ୍ଚ…

ଭାରତ-ଆମେରିକା ବିବାଦ ମଧ୍ୟରେ ରୁଷରେ ପହଞ୍ଚିଲେ ଡୋଭାଲ

ଭାରତ ଏବଂ ଆମେରିକା ମଧ୍ୟରେ ଉତ୍ତେଜନାର ପରିସ୍ଥିତି ରହିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଋଷଠାରୁ ଭାରତର ତେଲ କ୍ରୟ ଉପରେ ଶୁଳ୍କ ବୃଦ୍ଧି କରିବାକୁ ଧମକ ଦେଇଥିଲେ। ଏହି ସମୟରେ, ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଅଜିତ ଡୋଭାଲ ମଙ୍ଗଳବାର ରୁଷରେ ପହଞ୍ଚିଛନ୍ତି । 'ଦି…

ଔଷଧ ଆମଦାନୀ ଉପରେ ୨୫୦% ଶୁଳ୍କ ବସାଇବେ ଟ୍ରମ୍ପ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଔଷଧ ବା ଫାର୍ମାସୁଟିକାଲ୍ସ ଆମଦାନୀ ଉପରେ ୨୫୦ ପ୍ରତିଶତ ଶୁଳକ ବସାଇବାକୁ ଘୋଷଣା କରିଛନ୍ତି । ସେହିପରି ବିଦେଶୀ ସେମିକଣ୍ଡକ୍ଟର୍ସ ଉପରେ ବି ସେ ଶୁଳ୍କ ଲଗାଇବାକୁ ଘୋଷଣା କରିଛନ୍ତି । ଯଦି ଆମେରିକା ଦେଶ ଭାରତୀୟ ଔଷଧ ଆମଦାନୀ ଉପରେ ୨୫୦% ଶୁଳ୍କ ଲାଗୁ…