କୋଟିଏ ଟଙ୍କାର ଧଳାଜହର ଜବତ
କଟକ: କଟକରୁ ପୁଣି ଧଳା ଜହର ଜବତ। କଟକରୁ ୧ କୋଟି ଟଙ୍କାରୁ ଉର୍ଦ୍ଧ୍ଵ ବ୍ରାଉନସୁଗାର ଜବତ ହୋଇଛି। ସ୍ପେଶାଲ ସ୍କ୍ଵାଡ୍ ଓ ଲାଲବାଗ ଥାନା ପୋଲିସ ମିଳିତ ଅପରେସନରେ ଏହି ବ୍ରାଉନସୁଗାର ଜବତ ହୋଇଛି। ବ୍ରାଉନସୁଗାର କାରବାର ଅଭିଯୋଗରେ ୬ ଜଣଙ୍କୁ ଗିରଫ କରିଛି ପୋଲିସ। ଏନେଇ ପ୍ରେସ୍ ମିଟ୍ କରି!-->…
