ଅନୁଗୁଳରେ ଏନକାଉଣ୍ଟର; ପୁଲିସ ଗୁଳିରେ କୁଖ୍ୟାତ ଅପରାଧି ସୁଶାନ୍ତ ନାୟକ ଗୁରୁତର
ଅନୁଗୁଳରେ ଏନକାଉଣ୍ଟର । କୁଖ୍ୟାତ ଅପରାଧି ସୁଶାନ୍ତ ନାୟକ ଗୁରୁତର । ତାଳଚେର ସ୍କଟ୍ଲ୍ୟାଣ୍ଡପୁର ଜଙ୍ଗଲରେ ପୋଲିସ ସୁଶାନ୍ତ ନାୟକକୁ ଏନକାଉଣ୍ଟର କରିଥିବା ସୂଚନା ମିଳିଛି । ଏହି ଅପରାଧୀର ବାମଗୋଡ଼ରେ ଗୁଳି ବାଜିଥିବା ଜଣାପଡିଛି ।
ଗୁରୁତର ଅବସ୍ଥାରେ ସୁଶାନ୍ତକୁ ଅନୁଗୁଳ ସରକାରୀ!-->!-->!-->…
