Odia News Portal

ପୁରୀରେ ଆରମ୍ଭ ହେଲା ରଥ ଭଙ୍ଗା କାମ

ପୁରୀ ଶ୍ରୀମନ୍ଦିରର ସିଂହଦ୍ୱାର ସମ୍ମୁଖରେ ଥୁଆ ହୋଇଥିବା ରଥ ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଛି । ୧୦ ଜଣ ଭୋଇ ସେବାୟତଙ୍କ ଦ୍ୱାରା ରଥ ଭଙ୍ଗା କାର୍ଯ୍ୟ ଆରମ୍ଭ କରାଯାଇଛି । ପ୍ରଥମେ ମା ଶୁଭଦ୍ରାଙ୍କ ଦର୍ପଦଳନ ରଥ ଭଙ୍ଗା ଯାଇଛି । ଏହାପରେ ପ୍ରର୍ଯ୍ୟାୟ କ୍ରମେ ଅନ୍ୟ ଦୁଇଟି ତାଳଧ୍ୱଜ ଏବଂ

୧୬ରୁ ଖୋଲିବ କଲେଜ ଓ ୟୁନିଭରସିଟି

ଭୁବନେଶ୍ୱର: ଭୁବନେଶ୍ୱର: କରୋନା ପରିସ୍ଥିତି ବୃଦ୍ଧିକୁ ନଜର କରି ସରକାର ଅନ୍ଲାଇନ୍ କ୍ଲାସ୍ କରାଇବା ପାଇଁ ନିଷ୍ପତି ନେଇଥିଲେ । କିନ୍ତୁ କେତେକ ପିଲାଙ୍କ ପାଇଁ ଅନ୍ଲାଇନ୍ କ୍ଲାସ୍ ସୁଲଭ ଏବଂ ଫଳପ୍ରଦ ହୋଇପାରିନଥିଲା । ବର୍ତ୍ତମାନ ସମୟରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ଆସିଥିବା ଯୋଗୁଁ

ରାଜଧାନୀରୁ ଧରାହେଲା ବଜ୍ରକାପ୍ତା ରାକେଟ୍‌

ଭୁବନେଶ୍ୱର: ବଜ୍ରକାପ୍ତା ଚୋରା କାରବାର କରୁଥିବା ରାକେଟକୁ ଧରିଛି କ୍ରାଇମବ୍ରାଞ୍ଚ ଏସଟିଏଫ । କଳିଙ୍ଗ ଷ୍ଟୁଡିଓ ଛକରେ ଡିଲ୍ ଚାଲିଥିବା ବେଳେ ଚୋରା ବେପାରୀଙ୍କୁ ଧରିବା ସହ ଗୋଟିଏ ବଜ୍ରକାପ୍ତା ଉଦ୍ଧାର କରିଛି ଏସଟିଏଫ । ତିନି ବେପାରୀଙ୍କୁ ଗିରଫ କରାଯାଇଛି । ୫ ଲକ୍ଷ ଟଙ୍କାର ଡିଲ୍

ବଦଳିଲା ‘ଖେଳରତ୍ନ’ ପୁରସ୍କାର ନାମ

ନୂଆଦିଲ୍ଲୀ: ଦେଶର ସର୍ବୋତ୍ତମ ଖେଳରତ୍ନ ପୁରସ୍କାର ରାଜୀବ ଗାନ୍ଧୀ ଖେଳରତ୍ନ ବଦଳରେ ରହିବ ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର । ଆଜି ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲୋକଙ୍କ ଭାବାବେଗକୁ ସମ୍ମାନ ଜଣାଇ ଏହାକୁ ପରିବର୍ତ୍ତନ କରିଥିବା କହିଛନ୍ତି ମୋଦି ।

ଖୁବଶୀଘ୍ର ଜୟପୁରରେ ଉଡ଼ିବ ବିମାନ

ଭୁବନେଶ୍ୱର: ଅତିଶୀଘ୍ର ଜୟପୁରରେ ଉଡ଼ିବ ବିମାନ । ଏନେଇ ଯୋଜନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି କହିଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ତେବେ ଏହି ଉଡ଼ାନ ଯୋଜନାରେ ଦୁଇଟି ସ୍ଥାନରୁ ବିମାନ ଉଡ଼ିବ ବୋଲି ସୂଚନାରୁ ଜଣାପଡ଼ିଛି । ଜୟପୁର ଏବଂ ରଙ୍ଗେଇଲୁଣ୍ଡା ଏହି ଦୁଇ ସ୍ଥାନରୁ ଉଡ଼ିବ ବିମାନ

ପଦକ ହାରିଲେ, ହୃଦୟ ଜିତିଲେ

ଟୋକିଓ: ଟୋକିଓ ଅଲିମ୍ପିକ୍ସର ମହିଳା ହକି କାଂସ୍ୟ ପଦକ ମୁକାବିଲାରେ ଗ୍ରେଟ ବ୍ରିଟେନ ଜିତିଛି । ଗ୍ରେଟ ବ୍ରିଟେନ ଭାରତକୁ ୪-୩ ଗୋଲରେ ପରାସ୍ତ କରିଛି । ଫଳରେ ଭାରତୀୟ ହକି ଟିମ୍ କାଂସ୍ୟ ପଦକରୁ ବଂଚିତ ହୋଇଛି । ଭାରତୀୟ ହକି ଦଳ କାଂସ୍ୟ ପଦକ ପାଇଁ ଗ୍ରେଟ ବ୍ରିଟେନ ସହ କଡ଼ାମୁକାବିଲା

ନଜର ପକାନ୍ତୁ ଆଜିର କରୋନା ଅପଡେଟ୍

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୨୦୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୭୦୨ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୫୦୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୯୯ ଜଣ ଆକ୍ରାନ୍ତ ଥିବା

ଖୋଲିଲା ମା ଶାରଳାଙ୍କ ମନ୍ଦିର

ଜଗତସିଂହପୁର; କରୋନା ସଂକ୍ରମଣ ହ୍ରାସ ପାଇବା ପରେ ଏବେ ଧୀରେ ଧୀରେ ଧର୍ମପୀଠଗୁଡିକ ଖୋଲୁଛି । ସେହିପରି ଆଜିଠୁ ଖୋଲିଛି ଜଗସିଂହପୁର ଜିଲ୍ଲାର ପ୍ରସିଦ୍ଧ ମା ସାରଳାଙ୍କ ମନ୍ଦିର । କଟକଣା ଭିତରେ ଖୋଲିଛି ମନ୍ଦିର । ମନ୍ଦିର ଭିତରେ ସମସ୍ତ ଭକ୍ତଙ୍କ କୋଭିଡ ଗାଇଡଲାଇନ୍ ପାଳନ କରିବା

ସେମିରେ ବଜରଙ୍ଗ ପୁନିଆ

ଟୋକିଓ: ଆଜି ଟୋକିଓ ଅଲିମ୍ପିକ୍‌ ଷ୍ଟାଡିୟମ୍‌ରେ ଆୟୋଜିତ ୬୫ କେଜି ପୁରୁଷ ଫ୍ରିଷ୍ଟାଇଲ୍‌ କୁସ୍ତି ପ୍ରତିଯୋଗିତାରେ ଭାରତର ନାମଜାଦା କୁସ୍ତିଯୋଦ୍ଧା ବା ପହିଲମାନ୍ ବଜରଙ୍ଗ ପୁନିଆ ଇରାନ୍‌ର ମୋର୍ତେଜା ଗିୟାସିଙ୍କୁ ଚଟାଣରେ ପକାଇବା ସହ ତାଙ୍କ କାନ୍ଧକୁ ମାଡ଼ିବସି ବିଜୟୀ ହୋଇଛନ୍ତି।

ଟ୍ୱିଟରର ଟ୍ରେଣ୍ଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଟୋକିଓରେ ଭାରତୀୟ ହକି ଟିମର ବିଜୟ । ଟ୍ୱିଟରର ଟ୍ରେଣ୍ଡରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜର୍ମାନୀକୁ ଭାରତୀୟ ପୁରୁଷ ହକି ଦଳ ୫-୪ ଗୋଲରେ ହରାଇବା ପରେ ଏବେ ସମସ୍ତଙ୍କ ମୁହଁରେ ନବୀନଙ୍କ ନାଁ । ୪୧ ବର୍ଷ ପରେ ଭାରତ ଅଲମ୍ପିକରେ ପଦକ ପାଇଛି । ଜର୍ମାନୀକୁ ହରାଇ