Odia News Portal

୧୮ରେ ହେବ ଭାରତ-ଶ୍ରୀଲଙ୍କା ସିରିଜ

ନୂଆଦିଲ୍ଲୀ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦିନିକିଆ କ୍ରିକେଟ ସିରିଜ ତାରିଖ ଫାଇନାଲ ହୋଇସାରିଛି । ଭାରତ-ଶ୍ରୀଲଙ୍କା ଦିନିକିଆ ସିରିଜର ପ୍ରଥମ ମ୍ୟାଚ ୧୮ ଜୁଲାଇରେ ଖେଳାଯିବ । ଦୁଇ ଦେଶ ମଧ୍ୟରେ ୩ ଏକ ଦୀବସୀୟ ମ୍ୟାଚ ଖେଳାଯିବ । ପ୍ରଥମ ମ୍ୟାଚ ୧୮ ଜୁଲାଇ, ଦ୍ୱିତୀୟ ମ୍ୟାଚ ୨୦ ଜୁଲାଇ ଓ

ଏଲଆଇସିରୁ ହଟିବ ଅଧ୍ୟକ୍ଷ ପଦବୀ

ନୂଆଦିଲ୍ଲୀ: ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି)ରେ ଏଣିକି କେବଳ ମୁଖ୍ୟ ନିର୍ବାହୀ ଅଧିକାରୀ ଏବଂ ପରିଚାଳନା ନିର୍ଦ୍ଦେଶକ ପଦବୀ ରହିବ । ନିଗମରେ ଅଧ୍ୟକ୍ଷ ପଦବୀକୁ ବାଦ୍ ଦିଆଯିବାକୁ ନିଷ୍ପତ୍ତି ହୋଇଛି । ଚଳିତ ଆର୍ଥିକ ବର୍ଷରେ ଏଲଆଇସିର ଇନିସିଆଲ ପବ୍ଲିକ ଅଫର୍ ପୂର୍ବରୁ ସରକାର ଏ

ବେଆଇନ କରତ କଳ ଉପରେ ବନ ବିଭାଗର ଅଚାନକ ଚଢ଼ାଉ

ବରୀ: ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ଫୁଲୁପୁର(ଢ଼ିଅସାହି) ଠାରେ ଦୀର୍ଘ ଦିନ ଧରି ବେଆଇନ ଭାବେ ଚାଲୁଥିବା ଏକ କରତ କଳ ଉପରେ ଗତକାଲି ବନ ବିଭାଗ ଓ ଦୁର୍ନୀତି ନିବାରଣ ବିଭାଗ ତରଫରୁ ଅଚାନକ ଚଢ଼ାଉ କରାଯାଇଛି।ଉକ୍ତ କରତ କଳ ନିକଟରୁ ଲକ୍ଷାଧିକ ଟଙ୍କାର କାଠ ଜବତ କରାଯିବ ସହ ସେଠାରେ

୨୩ରେ କୁଳପତି ସମ୍ମିଳନୀ, ୟୁଜି ଓ ପିଜି ନାମଲେଖା ନେଇ ହେବ ଆଲୋଚନା

ଭୁବନେଶ୍ୱର: ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡିକର କ୍ଲାସରୁମ୍ ପାଠପଢ଼ା ଦୀର୍ଘ ଦିନ ହେବ ବନ୍ଦ ହେଲାଣି । ତେଣୁ କିଭଳି ସେମାନଙ୍କ ପାଠପଢ଼ା ଠିକ ଭାବେ ଚାଲିବ, ସେ ନେଇ ଚିନ୍ତା ପ୍ରକଟ କରିଛି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ । ଏହା ସହିତ ନୂଆ ଶିକ୍ଷାବର୍ଷ ପାଇଁ ସ୍ନାତକ(ୟୁଜି) ଓ

ଚେକିଂ କରୁଥିବା ହାବିଲଦାରଙ୍କ ଉପରେ ଅଟୋ ଚଢ଼ାଇ ଦେଲା ମଦ୍ୟପ ଡ୍ରାଇଭର

ଭୁବନେଶ୍ୱର: ଚେକିଂ କରୁଥିଲେ ଟ୍ରାଫିକ ବାବୁ । ସପ୍ତହାନ୍ତ ସଟଡାଉନ ହୋଇଥିବାରୁ ଜୋରଦାର ଚାଲିଥିଲା ଚେକିଂ । ତେବେ ଚେକିଂ କରୁଥିବା ହାବିଲଦାରଙ୍କ ଉପରେ ଅଟୋ ଚଢ଼ାଇ ଦେଇଛି ଜଣେ ମଦ୍ୟପ ଡ୍ରାଇଭର । ରାଜଧାନୀ ଭୁବନେଶ୍ୱର କଳ୍ପନା ଛକରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଆହତ ଦାବିଲଦାର ଜଣକ

ଆଜି ଲିଟିଲ ମାଷ୍ଟରଙ୍କ ଜନ୍ମଦିନ

ନୂଆଦିଲ୍ଲୀ: ଆଜି ହେଉଛି ଲିଟିଲ ମାଷ୍ଟର ତଥା ଭାରତୀୟ କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ଜନ୍ମଦିନ । ୭୨ ବର୍ଷରେ ପାଦ ଥାପିଛନ୍ତି ଏହି ଭାରତୀୟ କ୍ରିକେଟର । ଡେବ୍ୟୁ ମ୍ୟାଚରୁ ହିଁ କରିଥିବା ରେକର୍ଡ ଆଜି ମଧ୍ୟ ଅକ୍ଷୁର୍ଣ୍ଣ ରହିଛି । ୱେଷ୍ଟଇଣ୍ଡିଜ ବିପକ୍ଷ ୪ଟି ଯେଷ୍ଟ ମ୍ୟାଚରେ

ଆଜିଠୁ ଆରମ୍ଭ ହୋଇଛି ଡ୍ରାଇଭିଂ ଲାଇସେନ୍ସ ନିମନ୍ତେ ସ୍ଲଟ ବୁକିଂ

ଭୁବନେଶ୍ୱର: ରାଜ୍ୟରେ ପୁଣି ଆରମ୍ଭ ହୋଇଛି ଡିଏଲ୍ ଟେଷ୍ଟିଂ । କରୋନା ପରିସ୍ଥିତିରେ ସୁଧାର ଆସିବା ଏନେଇ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । କିନ୍ତୁ କେବଳ 'ବି'କାଟେଗୋରୀ ଜିଲ୍ଲାରେ (ପୁରୀ ବ୍ୟତୀତ) ଏହି ଡିଏଲ୍ ଟେଷ୍ଟିଂକୁ ଅନୁମତି ଦିଆଯାଇଛି । କୋଭିଡ୍ କଟକଣା ପାଇଁ 'ବି କାଟେଗୋରୀରେ

ଭୁବନେଶ୍ୱର ଏମ୍ସରେ ପହଞ୍ଚିଲେ ୨ ଆହତ ଯବାନ

ଭୁବନେଶ୍ୱର: ଆହତ ଯବାନ ଏୟାରଲିଫ୍ଟ ଯୋଗେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିଛନ୍ତି । ସେମାନଙ୍କୁ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୁରକ୍ଷାକର୍ମୀଙ୍କ ଏୟାରଲିଫ୍ଟ କାର୍ଯ୍ୟରେ ୩ଜଣଙ୍କୁ ପ୍ରଂଶସା କରାଯାଇଛି । ସିଆପିଏଫ ଯବାନ ଏବଂ ପାଇଲଟ କନ୍ଧମାଳର ଡାକ୍ତରଙ୍କୁ ପ୍ରଂଶସା

ପଢ଼ନ୍ତୁ ଆଜି ଦେଶରେ କଣ ରହିଛି କରୋନା ଅପଡେଟ୍‌

ନୂଆଦିଲ୍ଲୀ: ଦେଶରେ ଗତ କିଛିଦିନ ଧରି କରୋନା ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ହ୍ରାସ ପାଇଥିବା ବେଳେ ଆଜି ସାମାନ୍ୟ ବୃଦ୍ଧି ପାଇଛି । ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର ଫଳସ୍ୱରୂପ ଦେଶରେ ଧିରେଧିରେ କରୋନା ନିମ୍ନମୁଖୀ ହେବାରେ ଲାଗିଥିଲା । ପୁଣି କରୋନା କଡ଼ ଲେଉଟାଇବାକୁ ନେଇ ଚିନ୍ତା

ନଜର ପକାନ୍ତୁ ଆଜି ରାଜ୍ୟରେ କଣ ରହିଛି କରୋନାର ସ୍ଥିତି

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ନୂଆ ୨୩୩୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ସଂଗରୋଧରୁ ୧୩୪୨ ଏବଂ ସ୍ଥାନୀୟ ସଂକ୍ରମିତ ୯୯୨ ଜଣ ଚିହ୍ନଟ ହୋଇଥିବା ଜଣାଯାଇଛି । ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୬୪, ବାଲେଶ୍ୱର ୧୬୪, ବରଗଡ ୧୭, ଭଦ୍ରକ