ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ବୌଦ୍ଧ ଏମଭିଆଇ
ଭିଜିଲାନ୍ସ ଜାଲରେ ପରିବହନ ଅଧିକାରୀ ବା ମୋଟର ଭେଇକିଲ ଇନ୍ସପେକ୍ଟର । ବୌଦ୍ଧ ପରିବହନ ଅଧିକାରୀ ଗୋଲାପ ଚନ୍ଦ୍ର ହାଁସଦା ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କର ଏକକାଳୀନ ୬ଟି ଜାଗାରେ ଚଢାଉ ଚାଲିଛି । ବାରିପଦା ପ୍ରଫୁଲ୍ଲ ନଗରରେ ଗୋଲାପଙ୍କର…
