Odia News Portal

ଟିକା ଡିଲକୁ ନେଇ ଅଡୁଆରେ ବ୍ରାଜିଲ ରାଷ୍ଟ୍ରପତି

ନୂଆଦିଲ୍ଲୀ: ବ୍ରାଜିଲ ରାଷ୍ଟ୍ରପତି ଜାୟର ବୋଲସନାରୋଙ୍କ ପାଇଁ ଅଡୁଆ ବଢ଼ିବାରେ ଲାଗିଛି । ଭାରତ ବାୟୋଟେକ୍ ପାଖରୁ ଅଧିକ ଦାମରେ ଭ୍ୟାକସିନ୍ ଡିଲ୍ କରିଥିବା ଅଭିଯୋଗରେ ଏବେ ବୋଲସନାରୋଙ୍କ ବିରୋଧରେ ତଦନ୍ତ କରାଯିବ । ଭ୍ୟାକସିନ୍ ଦୁର୍ନୀତି ଅଭିଯୋଗ ଉପରେ ରାଷ୍ଟ୍ରପତି ଜାୟର ବୋଲସନାରୋଙ୍କ

ରାଜ୍ୟ ପ୍ରତିନିଧିଙ୍କ ସହ ଆଲୋଚନା କଲେ କେନ୍ଦ୍ର ଯୁଗ୍ମ ସଚିବ

ଭୁବନେଶ୍ୱର: ଓଡିଶା ଗସ୍ତରେ ଆସିଛନ୍ତି ଭାରତ ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଉଷା ପାଢ଼ୀ । ରାଜ୍ୟ ସରକାରଙ୍କ ପ୍ରତିନିଧିଙ୍କ ସହିତ ଆଲୋଚନା କରିଛନ୍ତି ଯୁଗ୍ମ ସଚିବ । ଆଜି ଭୁବନେଶ୍ୱରର ଖାରବେଳ ଭବନରେ ସୂଚନା ଏବଂ ପ୍ରଯ୍ୟୁକ୍ତି ବିଭାଗର ପ୍ରମୁଖ ଶାସନ ସଚିବ

ଏଣିକି ଡ୍ରାଇଭିଂ ଲାଇସେନ୍ସ ଲାଗି ଦେବାକୁ ପଡ଼ିବନି ଟେଷ୍ଟ

ଭୁବନେଶ୍ୱର: ଏଣିକି ଆଉ ଆପଣଙ୍କୁ ଆରଟିଓ ଅଫିସକୁ ଯାଇ ଟେଷ୍ଟ ଦେବାକୁ ପଡ଼ିନାହିଁ କି ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ିବନାହିଁ । ବିନା ଟେଷ୍ଟରେ ମିଳିବ ଡ୍ରାଇଭିଂ ଲାଇସେନ୍ସ । ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ଡ୍ରାଇଭିଂ ଲାଇସେନ୍ସ ନେଇ ଥିବା ନିୟମକୁ ଜୁଲାଇ ମାସରୁ ପରିବର୍ତ୍ତନ

ଫିଲିପାଇନ୍ସରେ ବିମାନ ଦୁର୍ଘଟଣା

ନୂଆଦିଲ୍ଲୀ: ଫିଲିପାଇନାନ୍ସରେ ବିମାନ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ତେବେ ଏହି ବିମାନରେ ୮୫ଜଣ ଯାତ୍ରୀଥିବା ବେଳେ ସେମାନଙ୍କ ମଧ୍ୟରୁ ୪୦ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ସୁଲୁ ପ୍ରୋଭିନ୍ସର ପାଟିକୁଲ ସହରରେ ଏହି ବିମାନ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଏଯାବତ କେତେଜଣ

ବର୍ଷକରେ ୧୬୦ ମାଓବାଦୀ ମୃତ

ଭୁବନେଶ୍ୱର: ଗୋଟିଏ ବର୍ଷ ମଧ୍ୟରେ ୧୬୦ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ଆଜି ଏଭଳି ପ୍ରେସ ରିଲିଜରେ ସୂଚନା ଦେଇଛନ୍ତି ମାଓ ସଂଗଠନର ସେଣ୍ଟ୍ରାଲ କମିଟି । କରୋନାରେ ଟପ୍ ମାଓନେତା ହରି ଭୂଷଣଙ୍କ ସମେତ ୧୩ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି । ହରି ଭୂଷଣ ନାଁରେ ୪୦ ଲକ୍ଷ ଟଙ୍କାର ପୁରଷ୍କାର

୨୦୨୨ରୁ ପୁରୀକୁ ଉଡ଼ିବ ବିମାନ

ଭୁବନେଶ୍ୱର: ଘଟିଛି ବହୁ ପ୍ରତୀକ୍ଷାର ଅନ୍ତ । ୨୦୨୨-୨୩ ବେଳକୁ ପୁରୀକୁ ବିମାନ ଉଡ଼ିବା ନେଇ ଆଜି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ସବୁ ଠିକଠାକ ଚାଲିଲେ ପୁରୀକୁ ବିମାନ ଉଡ଼ିବା ସମ୍ଭାବନା ଉଜ୍ଜଳ ରହିଛି । ପୁରୀରେ ବିମାନ ବନ୍ଦର ପାଇଁ ଜାଗା ଚିହ୍ନଟ ପ୍ରକ୍ରିୟା ଆରମ୍ଭ

ଡରାଇଲାଣି ତେଳ ଦର

ଭୁବନେଶ୍ୱର: ଦିନକୁ ଦିନ ବଢ଼ିବାରେ ଲାଗିଛି ତେଳ ଦର । ସେ ପେଟ୍ରୋଲ ଡିଜେଲ ହେଉ ବା ଖାଇବା ତେଲ । ସବୁଦର ଏବେ ମହଙ୍ଗା ହେବାରେ ଲାଗିଛି । ଯାହାକି ସିଧା ସଳଖ ମଧ୍ୟବିତ୍ତଙ୍କ ମୁଣ୍ଡରେ ଚଢ଼କ ପଡିଛି । ପେଟ୍ରୋଲ ଦର ରାଜ୍ୟରେ ୧୦୦ ପାର କରି ସାରିଲାଣି । ଲକଡାଉନ ସମୟରେ ଲୋକେ କାମ ଧନ୍ଦା ନପାଇ

ପୁରୁଷୋତ୍ତମପୁରରେ ଆହାର କେନ୍ଦ୍ର ଉଦଘାଟିତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରରେ ସ୍ଥାୟୀ ଆହାର କେନ୍ଦ୍ରର ଶୁଭ ଉଦଘାଟନ ହୋଇଛି । ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ଯୋଗ ଦେଇ ଉଦଘାଟନ କରିଛନ୍ତି । ଆସନ୍ତା ପାଞ୍ଚ ତାରିଖରୁ ଏହି କେନ୍ଦ୍ରରେ ଜନସାଧାରଣଙ୍କୁ ସୁବିଧା ଯୋଗାଇ ଦିଆଯିବ । ୨୭ ଲକ୍ଷ ଟଙ୍କା ଖର୍ଚ୍ଚରେ

ନଜର ପକାନ୍ତୁ ଦେଶର କରୋନା ଅପଡେଟ୍ ଉପରେ

ନୂଆଦିଲ୍ଲୀ:ଦେଶରେ ତଳମୁହାଁ କରୋନା ମିଟର । ଭାରତରେ କରୋନା ସଂକ୍ରମଣ ମାମଲା କ୍ରମାଗତ ଭାବେ ହ୍ରାସ ପାଉଛି। ଜୁନ୍ ୨୭ ଠାରୁ, ୫୦ ହଜାରରୁ କମ୍ ନୂତନ କରୋନା ମାମଲା କ୍ରମାଗତ ଭାବରେ ପଞ୍ଜୀକୃତ ହେଉଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୪୩,୦୭୧ କରୋନା

ଆଜି ରାଜ୍ୟରେ ୨୮୭୦ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨,୮୭୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୬୫୨ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୧୨୧୮ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି କଟକ ଜିଲ୍ଲାରୁ ସର୍ବାଧିକ ସର୍ବାଧିକ ୪୪୦ ଜଣ ଆକ୍ରାନ୍ତ