ନଜର ପକାନ୍ତୁ ରାଜ୍ୟର କରୋନା ଅପଡେଟ୍ ଉପରେ
ଭୁବନେଶ୍ୱର: ରାଜ୍ୟରେ ମନ୍ଥର ଗତିରେ କରୋନା ସଂକ୍ରମଣ ହ୍ରାସ ପରିଲକ୍ଷିତ ହେଉଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୧୬୧୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୯୩୭ ଏବଂ ସ୍ଥାନୀୟ ସଂକ୍ରମିତ ୬୭୮ ଜଣ ରହିଥିବା ଜଣାଯାଇଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳ!-->…
