Odia News Portal

ବାବା କଣ ଯୀଶୁଙ୍କ ପୁନରବତାର ଥିଲେ କି?

ଭୁବନେଶ୍ୱର: ଶ୍ରୀ ଶିରିଡ଼ି ସାଇ ଊନବିଂଶ ଶତାବ୍ଦୀର ଅବତାର । ପ୍ରଭୁ ଯୀଶୁଙ୍କ ଭଳି ସେ ଥିଲେ କରୁଣାର ସୀମାହୀନ ସାଗର । ମାନବଜାତିର ଦୁଃଖ ଯନ୍ତ୍ରଣା ଲାଘବ କରିବା ଥିଲା ତାଙ୍କ ଜୀବନର ପରମ ଲକ୍ଷ୍ୟ । ତେବେ କୌଣସି ଅବତାର ପୁନର୍ବାର ଅବତରଣ କରନ୍ତି ନାହିଁ । କେବଳ ଇଶ୍ୱର ହିଁ ବାରମ୍ବାର ଧରାପୃଷ୍ଠରେ ଅବତାର ରୂପେ ଜନ୍ମ ନେଇଥାନ୍ତି ।