ଟୋକିଓ ଅଲିମ୍ପିକ୍ସରେ ଭାରତର ପ୍ରଦର୍ଶନକୁ ନେଇ ଏମିତି କହିଲେ ବିରାଟ
ନୂଆଦିଲ୍ଲୀ: ଅଲମ୍ପିକ୍ସର ପ୍ରଥମ ଚାରି ଦିନରେ ଭାରତକୁ ମିଳିଛି ମାତ୍ର ଗୋଟିଏ ପଦକ । ଯାହା ପ୍ରଥମ ଦିନରୁ ହିଁ ଭାରୋଉୋଳନକାରୀ ମିରାବାଇ ଚାନୁ ଆଣିଥିଲେ । କିନ୍ତୁ ଏହା ପରେ ଆଉ ଗୋଟିଏ ବି ପଦକ ଜିତି ପାରି ନାହିଁ ଭାରତ । ଅଲମ୍ପିକ୍ସରେ ଦ୍ୱିତୀୟ ପଦକ ହାସଲ କରିବା ପାଇଁ ପ୍ରାଣ ପ୍ରଣେ ଉଦ୍ୟମ!-->…
