Odia News Portal

ନୂଆପଡ଼ାରେ ନିର୍ମାଣ ହେବ ପବ୍ଲିକ ପ୍ଲାଜା

ନୂଆପଡ଼ା: ଜିଲ୍ଲାରେ ନିର୍ମାଣ ହେବ ପବ୍ଲିକ ପ୍ଲାଜା । ତେଲପଡ଼ା ଶିବମନ୍ଦିର ପାଖରେ ଥିବା ପୋଖରୀର ହେବ ସୌନ୍ଦର୍ଯ୍ୟ କରଣ । ସ୍ଥାନୀୟ ସହରର ପାରମ୍ପାରିକ ଜଳ ଉତ୍ସର ଉନ୍ନତୀକରଣ କରିବା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି। ସ୍ଥାନୀୟ ତେଲିପଡା

ପଶ୍ଚିମବଙ୍ଗ ସରକାରଙ୍କ ବଡ଼ ଘୋଷଣା, ଉଚ୍ଚଶିକ୍ଷା ଲାଗି ଛାତ୍ର ଛାତ୍ରୀଙ୍କୁ ମିଳିବ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ

କୋଲକାତା: ପ୍ରତିଶ୍ରୃତି ରଖିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ନିର୍ବାଚନ ବେଳେ ଛାତ୍ର ଛାତ୍ରୀଙ୍କୁ ଦେଇଥିବା ପ୍ରତିଶ୍ରୃତି ରକ୍ଷା କରିଛନ୍ତି । ପଶ୍ଚିମବଙ୍ଗ କ୍ୟାବିନେଟ୍ ଗୁରୁବାର ଦିନ ଷ୍ଟୁଡେଣ୍ଟ କ୍ରେଡିଟ୍ କାର୍ଡ ଯୋଜନାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହି

ବନ୍ଧାହେଲେ ରସିକିଆ ମାଷ୍ଟର, ଟ୍ୟୁସନ ଡାକି ଛାତ୍ରୀଙ୍କୁ ଅସଦାଚରଣ କରିଥିଲେ ଅଧ୍ୟାପକ

ବାଲେଶ୍ୱର: ପୁଣି ଲାଗିଲା ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କର ଛିଟା । ଅନ୍ଧାରରୁ ଆଲୋକ ଦେଖାଉଥିବା ଗୁରୁ ଅନ୍ଧାରରେ କରୁଥିବା କଳାକାରନାମା ପଦାରେ ପଡ଼ିଯାଇଛି । ଟ୍ୟୁସନ କରାଇବା ବାହାନାରେ ଛାତ୍ରୀଙ୍କୁ ଘରକୁ ଡାକି ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଛାତ୍ରୀଙ୍କ ଭିଡ଼ିଓ ଭାଇରାଲ ହେବା ପରେ

ଜୁଲାଇ ୧ ତାରିଖ ଯାଏଁ ରାଜ୍ୟରେ ଲାଗୁ ହେବ ନାହିଁ ନୂଆ ପରିବହନ ଆଇନ

ଭୁବନେଶ୍ୱର: ରାଜ୍ୟ ପରିବହନ ମନ୍ତ୍ରୀଙ୍କ ବଡ଼ ଘୋଷଣା । ଆସନ୍ତା ଜୁଲାଇ ୧ ତାରିଖ ଯାଏଁ ରାଜ୍ୟରେ କୌଣସି ନୂଆ ପରିବହନ ନିୟମ ଲାଗୁ ହେବ ନାହିଁ । ରାଜ୍ୟରେ ଏବେ ଲକ୍ଡାଉନ୍ ଓ ସଟଡାଉନ୍ କଟକଣା ରହିଛି । ଏହା ସହିତ ଏବେ ରାଜ୍ୟରେ ନୂଆ ପରିବହନ ଆଇନ୍ ମଧ୍ୟ କୋହଳ କରାଯାଉଛି । ଜୁଲାଇ ୧ ତାରିଖ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବ ଦାସ

ଭୁବନେଶ୍ୱର: ସରକାରୀ ଓ ଘରୋଇ ହସ୍ପିଟାଲ ଟିକା ଅନୁପାତ ପରିବର୍ତନ ପାଇଁ ଦାବି କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖି ଦାବି କରିଛନ୍ତି ମନ୍ତ୍ରୀ ନବ ଦାସ । କେନ୍ଦ୍ର ସରକାର ଘରୋଇ ହସ୍ପିଟାଲକୁ ୨୫ ପ୍ରତିଶତ ଟିକା ଦେବାକୁ କହିଛନ୍ତି । ରାଜ୍ୟରେ ଘରୋଇ

ରାଜୀବ ଗାନ୍ଧୀ ଖେଳ ରତ୍ନ ଲାଗି ଦୁଇ ହକି ଖେଳାଳୀଙ୍କ ନାମ ସୁପାରିଶ

ନୂଆଦିଲ୍ଲୀ: ଗାନ୍ଧୀ ଖେଳ ରତ୍ନ ପୁରସ୍କାର, ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର ପାଇଁ ହକି ଇଣ୍ଡିଆ ଭାରତୀୟ ଗୋଲକିପର ପି.ଆର ଶ୍ରୀଜେଶ ଏବଂ ପୂର୍ବତନ ମହିଳା ହକି ଖେଳାଳି ଦୀପିକାଙ୍କୁ ମନୋନୀତ କରିଛି। ଏଥି ସହିତ ଅର୍ଜୁନ ପୁରସ୍କାର ପାଇଁ

ଗଣମାଧ୍ୟମ ଆଗରେ ନିଜର ଦୁଃଖ ପ୍ରକାଶ କଲେ ଚିରାଗ ପାଶୱାନ

ପାଟନା: ଏଲଜେପି ଦୁଇ ଭାଗରେ ବିଭକ୍ତ ହେବା ପରେ ଚିରାଗ ପାଶୱାନ ଓ ତାଙ୍କ ମାମୁଁ ପଶୁପତି କୁମାର ପରାଶଙ୍କ ମଧ୍ୟରେ ଲାଗି ରହିଛି ଶୀତଳ ଯୁଦ୍ଧ । ଉଭୟ ଉଭୟଙ୍କ ବିରୋଧରେ ବିଷ ଓଗାଳୁଛନ୍ତି । ବିଶ୍ୱାସ ଘାତକତା କରିଥିବା କଥା କହି ଉଭୟ ଉଭୟଙ୍କୁ ଟାର୍ଗେଟ କରୁଛନ୍ତି । ଆଜି ଗଣମାଧ୍ୟମ ସମ୍ମୁଖରେ

ମୁଖ୍ୟମନ୍ତ୍ରୀଙ୍କ ଲାଗି ଦଶମ ପାସ୍ କଲି: ଦାନ ମାଝୀଙ୍କ ଝିଅ

କଳାହାଣ୍ଡି: ସ୍ତ୍ରୀର ଶବକୁ କାନ୍ଧରେ ବୋହିଥିବା ଦାନ ମାଝୀଙ୍କୁ ସମସ୍ତେ ବେଶ ଭାବରେ ଚିହ୍ନିଛନ୍ତି । ତାଙ୍କ ଝିଅ ଚାନ୍ଦିନୀ ମେଟ୍ରକି ପାସ୍ କରିଛନ୍ତି । ଗତକାଲି ପ୍ରକାଶ ପାଇଥିବା ରେଜଳ୍‌ଟରେ ସେ ୨୮୦ ମାର୍କ ରଖି ଉତୀର୍ଣ୍ଣ ହୋଇଛନ୍ତି । ତେବେ ସେ ପାସ ହେବା ପରେ ମୁଖ୍ୟମନ୍ତ୍ରୀଙ୍କୁ

ଅର୍ଜୁନ କପୁରଙ୍କ ଜନ୍ମଦିନ ପାର୍ଟିରେ ଯୋଗ ଦେଲେନି ଗାର୍ଲର୍ପ୍ରେଣ୍ଡ ମଲାଇକା

ମୁମ୍ବାଇ: ବଲିଉଡ ଷ୍ଟାର ଅର୍ଜୁନ କପୁରଙ୍କ ଆଜି ହେଉଛି ଜନ୍ମଦିନ । ୩୬ ବର୍ଷରେ ପାଦ ଥାପିଛନ୍ତି ଅର୍ଜୁନ । ମୁମ୍ବାଇର କୋଲାବାସ୍ଥିତ ତାଜ ହୋଟେଲରେ ଜନ୍ମଦିନ ପାର୍ଟିି ପାଳୁଛନ୍ତି ଅର୍ଜୁନ । ଶନିବାର ରାତିରୁ ତାଙ୍କ ଜନ୍ମ ପାର୍ଟି ଆରମ୍ଭ ହୋଇଛି । ବହୁ ଷ୍ଟାର ତାଙ୍କ ଜନ୍ମଦିନରେ ଆସିଥିବା

ଆଗାମୀ ୨୪ ଘଣ୍ଟା ମଧ୍ୟରେ ପ୍ରକଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି । ତେବେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ବଜ୍ରପାତ ସହ ପ୍ରବଳ ବର୍ଷା ସମ୍ଭାବନା । ୯ ଜିଲ୍ଲା ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ଜଗତସିଂହପୁର, କେନ୍ଦ୍ରାପଡା, କଟକ, ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମକୁ ସତର୍କ ସୂଚନା ଜାରି କଲା