ଭାରତର ପ୍ରଥମ ୱିକେଟର ପତନ
ନଟିଂହାମ: ଇଂଲଣ୍ଡ ବିପକ୍ଷରେ ଦ୍ୱିତୀୟ ଦିନ ଖେଳ ଜାରି ରଖିଛି ଭାରତ । ଲଞ୍ଚ ପୂର୍ବରୁ ଭାରତକୁ ଲାଗି ବଡ଼ ଝଟକା । ଭରଷାଯୋଗ୍ୟ ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଆଉଟ ହୋଇ ପାଭିଲିୟନ ଫେରିଛନ୍ତି । ରୋହିତ ୧୦୭ଟି ବଲ ଖେଳି ୩୬ ରନ କରିଛନ୍ତି । ରବିନସନଙ୍କ ବଲରେ କ୍ୟାଚ ଆଉଟ ହୋଇ ପାଭିଲିୟନ!-->…
