Odia News Portal

ମୀରାଙ୍କୁ ବିଜେଡ଼ିର ଗୁରୁ ଦାୟିତ୍ୱ

ଭୁବନେଶ୍ୱର: ବିଶିଷ୍‌ଟ ସ୍ୱେଚ୍ଛାସେବୀ ତଥା ତୃତୀୟ ଲିଙ୍ଗୀଙ୍କ ପ୍ରତିନିଧିତ୍ୱ କରୁଥିବା ମୀରା ପରିଡ଼ାଙ୍କୁ ମିଳିଛି ଗୁରୁ ଦାୟିତ୍ୱ । ଦୀର୍ଘଦିନ ହେବ ବିଜେଡି ସହ ଜଡିତ ଥିବା ମୀରାଙ୍କୁ ମିଳିଛି ବିଜୁ ମହିଳା ଜନତା ଦଳର କୋରାପୁଟ ପର୍ଯ୍ୟବେକ୍ଷକ । ଦଳର ସୁପ୍ରିମୋ ତାଙ୍କୁ ଏହି ଦାୟିତ୍ୱ

ମହିଳା ହକି ଦଳ ସହ କଥାହେଲେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଗ୍ରେଟ୍ ବ୍ରିଟେନଠାରୁ ବ୍ରୋଞ୍ଚ ପଦକ ଲାଗି ଲଢ଼ୁଥିବା ବେଳେ ଭାରତୀୟ ମହିଳା ଦଳ ପରାସ୍ତ ହୋଇଛି । ତେବେ ଦମଦାର ପ୍ରଦର୍ଶନ କରି ସମସ୍ତଙ୍କ ମନ ଜିଣି ନେଇଛି ଦଳ । ଯାହାକୁ ନେଇ ସାରା ଦେଶରୁ ଛୁଟିଛି ପ୍ରଂଶସାର ସୁଅ । ଏହି ଅବସରରେ ମହିଳା ଟିମ୍ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ

ଗଞ୍ଜେଇ ଚାଲାଣ ଅଭିଯୋଗରେ ୪ ଗିରଫ

କନ୍ଧମାଳ: ବାଲିଗୁଡ଼ା ପୋଲିସକୁ ମିଳିଛି ବଡ଼ ସଫଳତା । ବାଲିଗୁଡ଼ା ଥାନା ଡିଏସପି ସ୍ବରାଜ ଦେବତା ଓ ଏକ ଟିମ୍ ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ବେଳେ ଚଢାଉ କରି ୧୦୪୪ କେଜି ଗଞ୍ଜେଇ ଜବତ କରିବାସହ ୪ ଗିରଫ କରିଛି ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନାମ ନରେଶ ଦିଗାଲ, ଅନ୍ତେଶ୍ୱର୍ ମଲିକ, ଅରୁଣ

ଯୁବକଙ୍କୁ ହାଣିଦେଲେ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ବଡସିରେଇପୁର ଗ୍ରାମରେ ଅଭାବନୀୟ ଘଟଣା । ଧାରୁଆ ଅସ୍ତ୍ରରେ ଜଣେ ଯୁବକଙ୍କୁ ଆକ୍ରମଣ । ଏହି ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ବଡ଼ସିରେଇପୁର ଗ୍ରାମର ଲକ୍ଷ୍ମୀ ମହାରଣାଙ୍କ ପୁତ୍ର ସନ୍ତୋଷ ମହାରଣା (୨୧) । ଗ୍ରାମ ଯୁବକଙ୍କ

ଗଲ୍ଫରେ ଭାରତକୁ ମିଳିପାରେ ପଦକ

ଟୋକିଓ: ଅଲିମ୍ପିକ୍ସରେ ଭାରତ ପ୍ରଦର୍ଶନ ଧିରେ ଧିରେ ସ୍ୱଚ୍ଛଳ ହେବାରେ ଲାଗିଛି । ତେବେ ଚଳିତ ଅଲିମ୍ପିକ୍ସରେ ଭାରତକୁ ଗଲ୍ଫରେ ପଦକ ମିଳିବାର ଆଶା ରହିଛି । ଟୋକିଓ ଅଲିମ୍ପିକ୍ସରେ ଭାରତର ପଦକ ତାଲିକାରେ ଯୋଡ଼ି ହୋଇପାରେ ଆଉ ଏକ ସ୍ୱର୍ଣ୍ଣ ପଦକ । ଗଲ୍ଫ ଷ୍ଟାର ଆଦିତି ଅଶୋକ ତାଙ୍କ ପ୍ରଦର୍ଶନ

ଖୋଲିଲା ଧବଳେଶ୍ୱର ପୀଠ

କଟକ: ଆଜିଠୁ ଭକ୍ତଙ୍କ ଦର୍ଶନ ପାଇଁ ଖୋଲିଲା କଟକ ଜିଲ୍ଲାର ପ୍ରସିଦ୍ଧ ବାବା ଧବଳେଶ୍ୱର ପୀଠ । ଉପଜିଲ୍ଲାପାଳଙ୍କ ବୈଠକରେ ପୀଠରେ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ନିଷ୍ପତି ନିଆଯାଇଛି । କିନ୍ତୁ ମନ୍ଦିରରେ ଭକ୍ତଙ୍କୁ ସମସ୍ତ କୋଭିଡ ଗାଇଡଲାଇନ୍ ପାଳନ କରିବା ବାଧ୍ୟତାମୂଳକ କରାଯାଇଛି । ୬୫

ଭାରତୀୟ ମହିଳା ହକି ଦଳକୁ ପ୍ରଂଶସା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା ହକି ଦଳ ଚତୁର୍ଥ ସ୍ଥାନରେ ରହିବା ପରେ ମହିଳା ହକି ଟିମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିଛନ୍ତି। ଟୋକିଓରେ ମହିଳା ହକି ଦଳର ଲଢ଼ୁଆ ପ୍ରଦର୍ଶନ ପରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଲଢ଼ୁଆ

ପୁରୀରେ ଆରମ୍ଭ ହେଲା ରଥ ଭଙ୍ଗା କାମ

ପୁରୀ ଶ୍ରୀମନ୍ଦିରର ସିଂହଦ୍ୱାର ସମ୍ମୁଖରେ ଥୁଆ ହୋଇଥିବା ରଥ ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଛି । ୧୦ ଜଣ ଭୋଇ ସେବାୟତଙ୍କ ଦ୍ୱାରା ରଥ ଭଙ୍ଗା କାର୍ଯ୍ୟ ଆରମ୍ଭ କରାଯାଇଛି । ପ୍ରଥମେ ମା ଶୁଭଦ୍ରାଙ୍କ ଦର୍ପଦଳନ ରଥ ଭଙ୍ଗା ଯାଇଛି । ଏହାପରେ ପ୍ରର୍ଯ୍ୟାୟ କ୍ରମେ ଅନ୍ୟ ଦୁଇଟି ତାଳଧ୍ୱଜ ଏବଂ

୧୬ରୁ ଖୋଲିବ କଲେଜ ଓ ୟୁନିଭରସିଟି

ଭୁବନେଶ୍ୱର: ଭୁବନେଶ୍ୱର: କରୋନା ପରିସ୍ଥିତି ବୃଦ୍ଧିକୁ ନଜର କରି ସରକାର ଅନ୍ଲାଇନ୍ କ୍ଲାସ୍ କରାଇବା ପାଇଁ ନିଷ୍ପତି ନେଇଥିଲେ । କିନ୍ତୁ କେତେକ ପିଲାଙ୍କ ପାଇଁ ଅନ୍ଲାଇନ୍ କ୍ଲାସ୍ ସୁଲଭ ଏବଂ ଫଳପ୍ରଦ ହୋଇପାରିନଥିଲା । ବର୍ତ୍ତମାନ ସମୟରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ଆସିଥିବା ଯୋଗୁଁ

ରାଜଧାନୀରୁ ଧରାହେଲା ବଜ୍ରକାପ୍ତା ରାକେଟ୍‌

ଭୁବନେଶ୍ୱର: ବଜ୍ରକାପ୍ତା ଚୋରା କାରବାର କରୁଥିବା ରାକେଟକୁ ଧରିଛି କ୍ରାଇମବ୍ରାଞ୍ଚ ଏସଟିଏଫ । କଳିଙ୍ଗ ଷ୍ଟୁଡିଓ ଛକରେ ଡିଲ୍ ଚାଲିଥିବା ବେଳେ ଚୋରା ବେପାରୀଙ୍କୁ ଧରିବା ସହ ଗୋଟିଏ ବଜ୍ରକାପ୍ତା ଉଦ୍ଧାର କରିଛି ଏସଟିଏଫ । ତିନି ବେପାରୀଙ୍କୁ ଗିରଫ କରାଯାଇଛି । ୫ ଲକ୍ଷ ଟଙ୍କାର ଡିଲ୍