Odia News Portal

ଚିନ୍ତାରେ ଆମ୍ବଚାଷୀ

କଲ୍ୟାଣସିଂହପୁର: ଲକ୍ ଡାଉନ ପାଇଁ ବିକ୍ରି ହୋଇ ପାରୁନି ଆମ୍ବ । ଯାହାକୁ ନେଇ ଚିନ୍ତାରେ ଆମ୍ବ ଚାଷୀ । ରାୟଗଡା ଜିଲ୍ଲା କଲ୍ୟାଣ ସିଂପୁର ବ୍ଲକ ସିକରପାଇ ନିକଟରେ ରହିଛି ଶାନ୍ତିବନ । ଯେଉଁଠି ତିନି ଏକର ଜମିରେ ଆମ୍ବ ଚାଷ କରିଛନ୍ତି ସିକରପାଇ ଗାଁର ରହିଦାସ ନାୟକ । ଏବର୍ଷ ଅଧିକା ଆମ୍ବ ଫଳି

ବେଆଇନ ଗୁଟଖା କାରଖାନାରେ ଚଢ଼ାଉ

ଗଞ୍ଜାମ: ଲକଡାଉନରେ ବେଆଇନ ଭାବେ ଦୁଇ ଭାଇ ମିଶି ଚଳାଇଥିଲେ ଗୁଟଖା କାରଖାନା । ମାଡ଼ି ବସିଲା ପୋଲିସ । ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଦଶେଇପୁର ଗାଁରେ ଚାଲିଥିଲା ଏହି ଗୁଟଖା କାରଖାନା । ସାନଖେମୁଣ୍ଡି ପୋଡ଼ାମାରୀ ଗ୍ରାମର ରମେଶ ପ୍ରଧାନଙ୍କ ଦୁଇ ପୁଅ ରିଙ୍କୁ ଓ ପିଙ୍କୁ ଏହି କାରଖାନା

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଢ଼େଙ୍କାନାଳ: ଉଦ୍ଧାର ହେଲା ମହିଳାଙ୍କ ଝୁଲନ୍ତା ମୃତଦେହ । ସନ୍ଦେହଘେରରେ ରହିଛି ମୃତ୍ୟୁ । ଢ଼େଙ୍କାନାଳ ଜିଲ୍ଲା ଶିଳ୍ପାଞ୍ଚଳ କଣ୍ଟାବଣିଆ ହଣ୍ଟି ଅଞ୍ଚଳରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ମହିଳା ହେଲେ ଲକ୍ଷ୍ମୀ ପୂର୍ତ୍ତୀ । ତାଙ୍କ ଘର ପାଲଲହଡ଼ା ଅଞ୍ଚଳରେ ବୋଲି ଜଣାପଡ଼ିଛି ।

ଜେଲରୁ ମୁକୁଳିଲେ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର: ଜେଲରୁ ମୁକୁଳିଛନ୍ତି ପ୍ରଦୀପ ପାଣିଗ୍ରାହୀ । ଠକେଇ ମାମଲାରେ ଜେଲରେ ଥିବା ଗୋପାଳପୁର ବିଧାୟକ ଜେଲରୁ ମୁକୁଳିଛନ୍ତି । ଝାରପଡ଼ା ଜେଲରୁ ଆଜି ମୁକୁଳିଛନ୍ତି ପ୍ରଦୀପ । ୨୦୨୦ ଡିସେମ୍ବର ୩ ତାରିଖରେ ଗିରଫ ହୋଇଥିଲେ ପ୍ରଦୀପ । ଟାଟା କମ୍ପାନୀରେ ଚାକିରୀ କରାଇ ଦେବା ନେଇ ତାଙ୍କ

ରାହୁଲ ତେବତିଆଙ୍କ ଲାଗି ଯୁକ୍ତି ବାଢ଼ିଲେ ଆକାଶ ଚୋପ୍ରା

ନୂଆଦିଲ୍ଲୀ: ଶ୍ରୀଲାଙ୍କା ଗସ୍ତ ଲାଗି ଗତକାଲି ଘୋଷଣା ହୋଇଛି ଭାରତୀୟ ଦଳ । ଧାୱନଙ୍କ ନେତୃତ୍ୱାଧିନ ଦଳରେ ବହୁ ଯୁବ ଖେଳାଳୀଙ୍କୁ ସ୍ଥାନ ମିଳିଛି । ଆଇପିଏଲରେ ଭଲ ପ୍ରଦର୍ଶନ କରିଥିବା ଖେଳାଳୀଙ୍କୁ ଦଳରେ ସାମିଲ କରାଯାଇଛି । ତେବେ ଆଇପିଏଲରେ ଏକ ଚର୍ଚ୍ଚିତ ଅଲରାଉଣ୍ଡର ରାହୁଲ ତେବତିଆଙ୍କୁ

ରାଜ୍ୟରେ ଖୋଲିପାରେ ଲକଡାଉନ୍‌

ଭୁବନେଶ୍ୱର: ଲକଡାଉନ ଚାଲିଥିବାରୁ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କେବେ ଲକଡାଉନ ଖୋଲିବ ଏନେଇ ଏବେ ସବୁଠି ଆରମ୍ଭ ହୋଇଛି ଚର୍ଚ୍ଚା । ତେବେ ରାଜ୍ୟରେ ଖୁବଶୀଘ୍ର ଅନଲକ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା ମିଳିଛି । ଏବେବି ବିପଦ ଟଳିନଥିବା ବେଳେ ଅନଲକ ନେଇ ଗୁରୁତ୍ୱପୂର୍ଣ୍ଣ

ଶିଶୁପାଳ ହେଲା ଗୁଟଖାଖିଆ ବର

ଲକ୍ଷୌ: ପୂର୍ବରୁ ଆପଣ ଅନେକ ଖବର ପଢ଼ିଛନ୍ତି ମଦୁଆ ବରକୁ ମନା କରିଛନ୍ତି କନିଆଁ । ଏମିତିକି ବେଦିରେ ମଦ ପିଇ ବାହା ହେଉଥିବା ବରର ବାହାଘର ଭାଙ୍ଗିଛି । ତେବେ ଆଜି ଏଭଳି ଖବର ଆସିଛି କି ଜଣେ ଯୁବକ ଗୁଟଖା ଖାଇ ବାହାହେବାକୁ ଯାଇଥିବା ବେଳେ ତାଙ୍କ ବାହାଘର ଭାଙ୍ଗିଯାଇଛି । ଗୁଟଖା ଖିଆ ବରକୁ

ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରୁ ଆସିଲା ବଡ଼ ଖବର । ଦିଲ୍ଲୀ ସ୍ଥିତ ଲାଜପତ ନଗରରେ ଏକ ପୋଷାକ ଶୋ ରୁମରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ନେଇ ଶନିବାର ଜଣାପଡିଛି। ଅଗ୍ନିକାଣ୍ଡ ନେଇ ଖବର ପାଇବା ମାତ୍ରେ ପ୍ରାୟ ୩୦ଟି ଦମକଳ ଗାଡି ଓ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ

ଯବାନ ଆତଙ୍କବାଦୀ ଗୁଳି ବିନିମୟ, ୨ ପୋଲିସ କର୍ମଚାରୀ ଶହୀଦ

ଜମ୍ମୁ-କାଶ୍ଚିର: ଜାମ୍ମୁ-କାଶ୍ମୀରର ସୋପୋରରେ ଆତଙ୍କବାଦୀ ମାନେ ଆକ୍ରମଣ କରିଥିବା ନେଇ ଶନିବାର ଜଣାପଡିଛି। ପୁଲିସ ଓ ସିଆରପିଏଫଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି। ଏଥିରେ ୨ ପୁଲିସ କର୍ମଚାରୀ ସହିଦ ହୋଇଛନ୍ତି। ଏହାସହ ୨ ଜଣ ଆହତ ହେବା ସହ ୨ ନାଗରିକଙ୍କ ମଧ୍ୟ ମୃତ୍ୟୁ ହୋଇଛି।

ପେଟ୍ରୋଲ ପରେ ୧୦୦ ପାରକଲା ଡିଜେଲ ଦର

ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗି ପେଟ୍ରୋଲ ଓ ଡିଜେଲ ଦର । ପେଟ୍ରୋଲ ରେଟ୍ ୧୦୦ ପାର ହୋଇଥିବା ବେଳେ ଆଜି ରେକର୍ଡ କରିଛି ଡିଜେଲ ଦର । ରାଜସ୍ଥାନରେ ୧୦୦ ପାର କରିଛି ଡିଜେଲ ରେଟ୍ । ରାଜସ୍ଥାନର ଶ୍ରୀଗଙ୍ଗାନଗର ଜିଲ୍ଲାରେ ୧୦୭ ଟଙ୍କା ରହିଛି ଡିଜେଲ ଦର । ଯାହାକୁ ନେଇ ଏବେ