Odia News Portal

ପୁଣି ନୟାଗଡ଼ରୁ ଆସିଲା ଶିଶୁ ନିଖୋଜ ମାମଲା

ନୟାଗଡ଼: ପୁଣି ଚର୍ଚ୍ଚାରେ ନୟାଗଡ଼ । ପୁଣି ଜଣେ ଶିଶୁ ନିଖୋଜ ହୋଇଥିବା ଖବର ଆସିଛି । ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଧୁଣ୍ଡୁଗାଡ଼ିଆ ଗାଁରୁ ଆସିଛି ଏଭଳି ଖବର । ନିଖୋଜ ନାବାଳିକାଙ୍କ ନାମ ବେବି ବୋଲି ଜଣାପଡ଼ିଛି । ଜଣେ ୭ ବର୍ଷର ନାବାଳିକା ନିଖୋଜ ହୋଇଥିବା ଅଭିଯୋଗ ହୋଇଛି । ଗାଁ ଦାଣ୍ଡରେ

ପରିବାରର ସମସ୍ତେ ଚାଲିଯିବା ପରେ ରାହା ଖୋଜୁଛି ୧୪ ମାସର ଶିଶୁ

ଅନୁଗୁଳ: ୧୪ ମାସର ଶିଶୁ ଉପରେ ଦଇବ ସାଜିଛି ଦାଉ । କରୋନାରେ ଆକ୍ରାନ୍ତ ହୋଇ ପରିବାରର ସମସ୍ତେ ଚାଲିଗଲେ ଆରପାରିକୁ । ସେପଟେ ମାମୁଁଘରେ ଆଶ୍ରୟ ନେଇଥିବା ବେଳେ ଅଜା, ଆଇଙ୍କ ସହ ମାମୁଁଘର ଲୋକେ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ଚିକତ୍ସିତ ହେଉଛନ୍ତି । ଶେଷରେ ନିଜର ମାଉସୀ ଶେଷ ଭରଷା ହୋଇଛନ୍ତି

ଟେଷ୍ଟ ଚାମ୍ପିୟନସିପ୍ ଜିତିଲେ ଭାରତକୁ ମିଳିବ ଏତିକି ଟଙ୍କା

ସାଉଥମ୍ପଟନ୍‌: ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଟେଷ୍ଟ ଚାମ୍ପିୟନସିପ । ଫାଇନାଲରେ ପ୍ରବେଶ କରିଥିବା ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଇଂଲଣ୍ଡରେ ଅନୁଷ୍ଠିତ ହେବାକୁ ଯାଉଛି ଏହି ଟୁର୍ଣ୍ଣାମେଣ୍ଟ । ଆଇସିସି ଦ୍ୱାରା ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ଯେଉଁ ଦଳ ଟାଇଟଲ ହାସଲ କରିବ

ତହସିଲଦାରଙ୍କୁ ଆକ୍ରମଣ ଅଭିଯୋଗ

ଜଗତସିଂହପୁର: ସଟର ବନ୍ଦ କରି ବେପାର କରୁଥିଲେ ଦୋକାନୀ । ଖବର ପାଇ ଚଢ଼ାଉ କରିବା ଲାଗି ଯାଇଥିଲେ ତହସିଲଦାର । ଏହି ସମୟରେ ଆକ୍ରମଣ ଶିକାର ହୋଇଛନ୍ତି । ଜଗତସିଂହପୁର ଏରସମା ଜାପା ଛକରେ ତହସିଲଦାରଙ୍କ ଉପରକୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଥାନାରେ ଏନେଇ ଅଭିଯୋଗ କରିଛନ୍ତି ତହସିଲଦାର

୭ ଜିଲ୍ଲାରେ ପ୍ରବଳ ଛେଚିବ

ଭୁବନେଶ୍ୱର: ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ୭ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, ନବରଙ୍ଗପୁର ଓ ନୂଆପଡ଼ା ରହିଛି। ଉକ୍ତ ଜିଲ୍ଲାଗୁଡ଼ିକୁ ପ୍ରବଳ ବର୍ଷା ପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ

ଏମ୍‌ସରେ ଆଜି ୬ରୁ୧୨ ବର୍ଷ ଛୁଆଙ୍କ ଉପରେ ଟିକା ଟ୍ରାଏଲ

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ସରକାର । କାରଣ ବିଶେଷଜ୍ଞଙ୍କ ମତରେ ତୃତୀୟ ଲହର ଛୋଡ ପିଲାଙ୍କ ପାଇଁ ଅଧିକ ଘାତକ ହୋଇପାରେ । ସେଥିପାଇଁ ପିଲାଙ୍କୁ ଟୀକାକରଣ

ଧରାହେଲା ବନ୍ଧୁକଧାରୀ ଯୁବକ

ବଲାଙ୍ଗୀର: ବଲାଙ୍ଗୀର ସହର ଶାନ୍ତିପଡ଼ାରେ ରଜ ସଂକ୍ରାନ୍ତିରେ ଅଶାନ୍ତି ସୃଷ୍ଟି କରିଥିବା ଯୁବକକୁ ଧରିବାରେ ସଫଳ ହୋଇଛି ପୋଲିସ । ୫ ଘଣ୍ଟାର ଛକାପଞ୍ଝା ପରେ ଶେଷରେ କାବକୁ କରାଯାଇଛି । ଘର ଭିତରେ ପଶି ସୁରକ୍ଷିତ ଭାବେ ତାକୁ କାବୁ କରାଯାଇଥିବା ସୂଚନା ମିଳିଛି । ତେବେ ପୋଲିସ କାବୁ କରିଥିବା

ରାମ ମନ୍ଦିର ଜମି କିଣାରେ ଦୁର୍ନିତୀ ଅଭିଯୋଗ

ଅଯୋଧ୍ୟା: ଅଯୋଧ୍ୟାରେ ଶ୍ରୀ ରାମ ମନ୍ଦିର ନିର୍ମାଣ ଲାଗି କିଣା ହୋଇଥିବା ଜମି କିଣାରେ ଦୁର୍ନିତୀ ଅଭିଯୋଗ । ରାମ ଜନ୍ମ ଭୂମି ଟ୍ରଷ୍ଟ ନାଁରେ ଦୁର୍ନିତୀ ଅଭିଯୋଗ । ଦୁର୍ନିତୀ ଅଭିଯୋଗ ଆଣିଲେ ଆପ ନେତା ସଞ୍ଜୟ ସିଂ । ହରିଶ ପାଠକ ଓ କୁସୁମ ପାଠକଙ୍କଠାରୁ ଏହି ଜମି କିଣା ହୋଇଛି । ୨ କୋଟି

ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭଦ୍ରକ: ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତ ଦେହ ଉଦ୍ଧାର । ଭଦ୍ରକ ଟାଉନ ଥାନା ଜାନୁଗଞ୍ଜା ଦୁର୍ଗା ମଣ୍ଡପ ସମ୍ମୁଖରେ ଥିବା ଏକ ଭଡା ଘରୁ ମିଳିଛି ମୃତ ଦେହ । ମୃତକ ଜଣକ ହେଲେ ତିହିଡି ବ୍ଲକ ସିନ୍ଦୋଳ ଗାଁର ସଙ୍ଗୀତ ପୃଷ୍ଟି । ସୂଚନା ଅନୁସାରେ ୩ ଜଣ ରୁମ୍‌୍‌ମେଟ ସହ ଦୀର୍ଘ ଦିନ ଧରି

କୁଜିନେତାଙ୍କ ପାଇଁ ଅଟକି ରହିଛି ଡ୍ରେନ ନିର୍ମାଣ, ଜଳବନ୍ଦୀରେ କୋରଡ଼ା ଗୁଣ୍ଡିଚା ସାହି ଲୋକେ

ନୟାଗଡ଼: ପାଣି ଘେରରେ ଗ୍ରାମବାସୀ । ନୟାଗଡ ଜିଲ୍ଲା କୋରଡା ଗ୍ରାମର ଗୁଣ୍ଡିଚା ସାହିରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଏଠାରେ ନିର୍ମାଣ ହୋଇଥିବା ଏକମାତ୍ର ଡ୍ରେନ ଉପରେ, ମାଟି ପୋତି ହୋଇଯାଇଛି । ଯାହା ଫଳରେ ଟିକେ ବର୍ଷା ହେଲେ ପାଣି ଘେରେ ବନ୍ଦୀ ହୋଇଯାନ୍ତି ଏହି ଗାଁ ଲୋକେ । ପଂଚାୟତର