ଆସିଲା ସୌମ୍ୟଙ୍କ ପୋଷ୍ଟମର୍ଟମ ରିପୋର୍ଟ
କଟକ: ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ନେଇ ରହସ୍ୟ ଲାଗି ରହିଥିବା ବେଳେ ଆଜି ଆସିଛି ପୋଷ୍ଟମଟମ ରିପୋର୍ଟ । ତାଙ୍କ ଶରୀରର ୯୫ ଶତକଡ଼ା ପୋଡ଼ି ହୋଇଯାଇଥିବା ବେଳେ ଦେହରୁ କିରୋସିନ ଗନ୍ଧ ବାହାରୁ୍ଥିଲା । ଏପରିକି ପୋଷ୍ଟମଟମ କରିବାର ୬ ଘଣ୍ଟା ପୂର୍ବରୁ ତାଙ୍କର!-->…
