ମାର୍ଚ୍ଚ ୮ ଓ ୯ରେ ଏସ୍ଆଇ ପରୀକ୍ଷା
ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ ସବ-ଇନ୍ସପେକ୍ଟର (ଏସ୍ଆଇ) ନିଯୁକ୍ତି ପରୀକ୍ଷା ପାଇଁ ତାରିଖ ଘୋଷଣା କରିଛି। ବୋର୍ଡ ଦ୍ୱାରା ଜାରି କରାଯାଇଥିବା ସଦ୍ୟତମ ବିଜ୍ଞପ୍ତି ଅନୁଯାୟୀ, ନିଯୁକ୍ତି ପରୀକ୍ଷା ୮ ଏବଂ ୯ ମାର୍ଚ୍ଚ, ୨୦୨୫ ରେ ଅନୁଷ୍ଠିତ ହେବ। ଏସ୍ଆଇ ରାଙ୍କ ଅଧୀନରେ ଅନ୍ୟାନ୍ୟ ପଦବୀ!-->…
