Odia News Portal

ଗ୍ରାମାଞ୍ଚଳରେ ଲୋକଙ୍କ ଘରେ ରହିବେ ପର୍ଯ୍ୟଟକ, ରାଜ୍ୟରେ କାର୍ଯ୍ୟକାରୀ ହେବ ହୋମ୍‌ ଷ୍ଟେ ପ୍ରତିଷ୍ଠା ଯୋଜନା

ଗ୍ରାମାଞ୍ଚଳରେ ଲୋକଙ୍କ ଘରେ ରହିବେ ପର୍ଯ୍ୟଟକ । ବଢ଼ିବ ରୋଜଗାର । ରାଜ୍ୟରେ କାର୍ଯ୍ୟକାରୀ ହେବ ହୋମ୍‌ ଷ୍ଟେ ପ୍ରତିଷ୍ଠା ଯୋଜନା । ୨୦୨୯-୩୦ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ୫ ବର୍ଷ ପାଇଁ କାର୍ଯ୍ୟକାରୀ ହେବ ଏହି ଯୋଜନା । ଏହି ଯୋଜନାର ଲକ୍ଷ୍ୟ ହେଉଛି ଓଡ଼ିଶାର ଗ୍ରାମୀଣ ଏବଂ କମ୍ ଜଣାଶୁଣା…

ଓଡ଼ିଶାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି

ଓଡ଼ିଶାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଝାରସୁଗୁଡାରେ ପହଞ୍ଚିଲେ ମୋଦି । ବାୟୁସେନାର ସ୍ବତନ୍ତ୍ର ବିମାନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ । ବିମାନବନ୍ଦରରେ ରାଜ୍ୟପାଳ ହରିବାବୁ କମ୍ଭମପତି ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସ୍ୱାଗତ କରିଛନ୍ତି । ବିମାନବନ୍ଦର ବାହାରେ…

ଆଜିଠୁ ଦେଶବ୍ୟାପୀ ବିଏସ୍‌ଏନ୍‌ଏଲ୍‌ ୪ଜି: ଝାରସୁଗୁଡ଼ାରୁ ଉଦ୍‌ଘାଟନ କରିବେ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଝାରସୁଗୁଡ଼ାରୁ ଭାରତ ସଞ୍ଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌)ର ୪ଜି ସେବା ଆରମ୍ଭ କରିବେ। ଫଳରେ ଆସନ୍ତାକାଲିଠାରୁ ସାରା ଦେଶରେ ବିଏସ୍‌ଏନ୍‌ଏଲ୍‌ ୪ଜି ସେବା ଉପଲବ୍ଧ ହେବ। ସି-ଡଟ୍‌ କୋର୍‌, ତେଜସ୍‌ ନେଟ୍‌ୱର୍କସ୍‌ ଓ ଟିସିଏସ୍‌ ଭଳି…

ଆଉ ଆକାଶରେ ଉଡ଼ିବନି MIG-21

ଯେଉଁ ଯୋଦ୍ଧା ଆକାଶରେ ଗର୍ଜନ କରୁଥିଲେ, ଯାହାର ଦୃଶ୍ୟ ଦେଖି ଶତ୍ରୁମାନେ ଥରି ଉଠିଥିଲେ, ସେ ଏବେ ଭାରତୀୟ ବାୟୁସେନାକୁ ବିଦାୟ ଦେଉଛନ୍ତି । ହଁ ଆଜ୍ଞା ଆକାଶରେ ଆଉ ଗର୍ଜିବନି ମିଗ୍ ୨୧ । ଆଜି ଭାରତୀୟ ସେନାରୁ ଅବସର ନେବ ମିଗ୍-୨୧ । ୬ ଦଶକ ପରେ ଚଣ୍ଡିଗଡ ଏୟାରବେସରେ ଅବସର ନେବ ଭାରତୀୟ ସେନାର…

ସୁସ୍ଥ ହେଉଛନ୍ତି ଓଡ଼ିଆ ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର, ଏମ୍ସର ଜେନେରାଲ ୱାର୍ଡକୁ ସ୍ଥାନାନ୍ତରିତ

ଲୋକପ୍ରିୟ ଓଡ଼ିଆ ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ପରିବାର, ଅନୁଗାମୀ ଏବଂ ଶୁଭେଚ୍ଛୁମାନଙ୍କ ପାଇଁ ଖୁସିର ଖବର । ଶ୍ରୀ ମଜୁମଦାର ଧୀରେ ଧୀରେ ସୁସ୍ଥ ହେଉଥିବାରୁ ତାଙ୍କୁ AIIMS ଭୁବନେଶ୍ୱରର ସାଧାରଣ ୱାର୍ଡକୁ ସ୍ଥାନାନ୍ତରିତ କରାଯାଇଛି । ଧୀରେ ଧୀରେ ସେ ସୁସ୍ଥ ହେଉଛନ୍ତି।AIIMS…

ବଙ୍ଗୋପସାଗରରେ ପୁଣି ଲଘୁଚାପ , ୨୮ ଯାଏ ପ୍ରବଳ ବର୍ଷିବ

ପଛକୁ ପଛ ଲଘୁଚାପ । ଗୋଟିଏ ନ ଯାଉଣୁ ଆଉ ଗୋଟିଏ ଲଘୁଚାପ । ବଙ୍ଗୋପସାଗରରେ ପୁଣି ଲୋ ପ୍ରେସର । ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର ଓ ସଂଲଗ୍ନବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି । ଆଜି ଏହା ଉତ୍ତରପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ଦକ୍ଷିଣ…

କଟକ ବାଲିଯାତ୍ରା ପାଇଁ ଆଜିଠୁ ପ୍ଲଟ୍ ଆବେଦନ, ଅକ୍ଟୋବର ୧୩ରୁ ନିଲାମ ପ୍ରକ୍ରିୟା ଆରମ୍ଭ

କଟକର ଐତିହାସିକ ବାଲିଯାତ୍ରା ପାଇଁ ଆଜିଠୁ ପ୍ଲଟ୍ ଆବେଦନ । ନିଲାମ ମାଧ୍ୟମରେ ହେବ ବାଲିଯାତ୍ରା ପ୍ଲଟ୍ ଆବଣ୍ଟନ । ଅକ୍ଟୋବର ୯ ତାରିଖ ପର୍ଯ୍ୟନ୍ତ ଉଭୟ ଅନଲାଇନ ଓ ଅଫ୍‍ଲାଇନ ମାଧ୍ୟମରେ ପ୍ଲଟ୍‍ ପାଇଁ ଆବେଦନ ହୋଇପାରିବ । ଅକ୍ଟୋବର ୧୩ରୁ ନିଲାମ ପ୍ରକ୍ରିୟା ଆରମ୍ଭ ହେବ । ବାଲିଯାତ୍ରା…

ହୀରାକୁଦ ଡ୍ୟାମ୍‌ର ୨୦ ଗେଟ୍‌ ଖୋଲା

ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବେଶ ହାର ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଗୁରୁବାର ଆହୁରି ୪ଟି ଗେଟ୍‌ ଖୋଲାଯାଇଛି। ଗତକାଲି ୧୬ଟି ଗେଟ୍‌ ଖୋଲାଥିବା ବେଳେ ଆଜି ୨୦ଟି ଗେଟ୍‌ ଦେଇ ମହାନଦୀରେ ଜଳ ନିଷ୍କାସନ କରାଯାଉଛି। ଅଧିକ ଗେଟ୍‌ ଖୋଲା ହେବା ପରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର…

ମୁଣ୍ଡଳୀରେ ଜଳ ସ୍ତର ବୃଦ୍ଧି

ଆଜି ୫ ଲକ୍ଷ କ୍ୟୁସେକ ପାଣି ଟପିଲା ମୁଣ୍ଡଳୀରେ। ଗତକାଲି ମୁଣ୍ଡଳୀରେ ୨ ଲକ୍ଷ ପାଣି ତଳିଆ ଅଞ୍ଚଳକୁ ପ୍ରବାହିତ ହେଉଥିବା ବେଳେ, ଆଜି ସକାଳୁ ହଠାତ୍ ୫ ଲକ୍ଷ ୧୬ ହଜାର କ୍ୟୁସେକ ଜଳ ତଳିଆ ଅଞ୍ଚଳକୁ ପ୍ରବାହିତ ହେଉଛି। ଏହାଫଳରେ କାଠଯୋଡ଼ିରେ ଜଳସ୍ତର ବୃଦ୍ଧି ପାଇଛି। ଉପରମୁଣ୍ଡରେ ବିଶେଷ କରି…

ମେଡିଏସନ୍ ସମ୍ମିଳନୀ ଉଦ୍‌ଘାଟନ କରିବେ ପ୍ରଧାନ ବିଚାରପତି

ଆସନ୍ତା ୨୭ତାରିଖରୁ ଲୋକସେବା ଭବନ କନଭେନସନ୍ ସେଣ୍ଟରରେ ଆରମ୍ଭ ହେବାକୁ ଥିବା ଦ୍ବିତୀୟ ଜାତୀୟ ମେଡିଏସନ୍ ସମ୍ମିଳନୀକୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ବି.ଆର୍ ଗଭାଇ ଉଦ୍‌ଘାଟନ କରିବେ। ଏହି ସମ୍ମିଳନୀରେ ସୁପ୍ରିମକୋର୍ଟ, ସମସ୍ତ ହାଇକୋର୍ଟର ମୁଖ୍ୟ ବିଚାରପତି ଓ ବିଚାରପତି,…