ହୀରାକୁଦକୁ ନେଇ ପୂର୍ବ ସରକାରକୁ ତେରେଛା ତୀର ମାରିଲେ ମୁକେଶ ମହାଲିଙ୍ଗ
ହୀରାକୁଦ ପ୍ରସଙ୍ଗରେ ପୂର୍ବ ସରକାରକୁ ତେରେଛା ତୀର ମାରିଲେ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ବିଧାନସଭା ପ୍ରଶ୍ନକାଳ ବେଳେ, ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ୟ୍ୟ ହୀରାକୁଦ ବନ୍ଧ ନେଇ ପ୍ରଶ୍ନ କରିଥିଲେ । ଆଉ କହିଥିଲେ, ହୀରାକୁଦରେ ସୁକାସୋଢା ଶୁଖିଗଲାଣି, ତେଣୁ କିଛି ବ୍ୟାରେଜ୍ କରିବା ପାଇଁ!-->…
