ପୁରୀରୁ ୫୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ
ପୁରୀ ପୋଲିସକୁ ଏକ ବଡ଼ ସଫଳତା, ପ୍ରାୟ ୫୫ ଲକ୍ଷ ଟଙ୍କା ମୂଲ୍ୟର ୩୮ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ରିପୋର୍ଟ ଅନୁଯାୟୀ, ପୁରୀ ପୋଲିସ ପୁରୀରୁ ୫୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିଛି। ଟାଉନ ପୋଲିସ ଚାରି ଜଣ ବ୍ରାଉନସୁଗାର ବ୍ୟବସାୟୀଙ୍କ ସମେତ ପାଞ୍ଚ ଜଣଙ୍କୁ ଅଟକ ରଖିଛି। ଗଦାଧର!-->…
